LPG ଗ୍ୟାସ ବୁକିଙ୍ଗ ରେ କଳା ବଜାରୀ ରୋକିବା ଦିଗରେ ପଦକ୍ଷେପ...
LPG ଗ୍ୟାସ ବୁକିଙ୍ଗ ରେ କଳା ବଜାରୀ ରୋକିବା ଦିଗରେ ପଦକ୍ଷେପ...
LPG କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ଏଲପିଜି ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଥିବା ସୂଚନା
ପୂର୍ବରୁ ୫୫ ଦିନରେ ବୁକିଂ କରୁଥିଲେ, ଏବେ ୧୫ ଦିନରେ ବୁକିଂ ଆରମ୍ଭ କରିଛନ୍ତି
LPG ଉତ୍ପାଦନ ବୃଦ୍ଧି ପାଇଁ ରିଫାଇନାରୀଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ
ବାଣିଜ୍ୟିକ ଅପେକ୍ଷା ଘରୋଇ ଏଲପିଜିକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ