OS-CIT ଆଧାରିତ IT ପ୍ରଶିକ୍ଷଣ ଆରମ୍ଭ କଲେ କେନ୍ଦ୍ର ସଚିବ, ୩୧୪ ବ୍ଲକ୍ ରୁ ୨,୭୧୧ PACSର ୫,୪୨୨ ଅକାରୀଙ୍କ ଯୋଗଦାନ
OS-CIT ଆଧାରିତ IT ପ୍ରଶିକ୍ଷଣ ଆରମ୍ଭ କଲେ କେନ୍ଦ୍ର ସଚିବ, ୩୧୪ ବ୍ଲକ୍ ରୁ ୨,୭୧୧ PACSର ୫,୪୨୨ ଅକାରୀଙ୍କ ଯୋଗଦାନ
ରାଜ୍ୟର ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଡିଜିଟାନ ଡିଜିଟାଲ ଭା ାବେ ସୁଦୃଢ କରିବା ଉଦ୍ଦେଶ୍ୟରେ “ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ" କାର୍ଯ୍ୟକ୍ରମ ଭୁବନେଶ୍ୱରର ଲୋକସେବା କନଭେନସନ୍ ହଲ୍ରେ ୧୨ ଫେବୃଆରୀ ଗୁରୁବାର ଦିନ ଶୁଭାରମ୍ଭ ହୋଇ ।ଇଛି।
କେନ୍ଦ୍ର ସରକାର ସମବାୟ ମନ୍ତ୍ରଣାଳୟର ସଚିବ ଡଃ. ଅ ଅଶିଷ କୁମାର ଭୁଟାନୀ (ଭାପ୍ରସେ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ I ସେ କହିଥିଲେ ଯେ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ହେଉଛି ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର ସେଠାରେ କାମ କାମ କରୁଥିବା କର୍ମଚାରୀମାନଙ୍କ ଡିଜିଟାଲ ଦକ୍ଷତା ବୃଦ୍ଧି ପାଇଲେ ସମିତିମାନଙ୍କ କାର୍ଯ୍ୟ କାର୍ଯ୍ୟପ୍ରଣାଳୀ ଅଧୂକ ପାରଦର୍ଶୀ ଓ କାର୍ଯ୍ୟକ୍ଷ । କ୍ଷମ ହେବ।
କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତା ଥୁଲା କି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍ରୁ ୨, ୭୧୧ଟି ପ୍ରାଥମିକ କୃଷି ସମବାୟ ସମିତିର ମୋଟ ୫,୪୨୨ ଅଧୂକାରୀ ଓକେସିଏଲର ସ୍ୱୀକୃତିପ୍ରାପ୍ତ ଶିକ୍ଷା କେନ୍ଦ୍ର ଗୁଡିକ [ଡିକରେ ଉପସ୍ଥିତ ହୋଇ ଅନଲାଇନ୍ ମାଧ୍ଯମରେ ଯୋ ଯାଗଦେଇଥିଲେ।
କାର୍ଯ୍ୟକ୍ରମ କ୍ରମରେ ଓଡିଶା ସରକାରଙ୍କ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ (ଭାପ୍ରସେ ) ପ୍ରାର ପ୍ରାରମ୍ଭିକ ଉଦ୍ୟୋଧନ ରଖ୍ ଏହି ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ କରାଇଥିଲେ I ସେ କହିଥିଲେ । । ଯେ ଡିଜିଟାଲ ରେକର୍ଡ ରଖିବା, ଆର୍ଥିକ ପରିଚାଳନା ଓ ପ୍ରଶାସନିକ ପାରଦର୍ଶିତା ବୃଦ୍ଧି ପାଇଁ ଏହି ପଦକ୍ଷେ ନ୍ତ ଆବଶ୍ୟକ। ଅତ୍ଯନ୍ତ୍ର
ଏହି ଅବସରରେ କେନ୍ଦ୍ର ସରକାର ସମବାୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ସିଦ୍ଧାର୍ଥ ଜୈନ (ଭାପ୍ରସେ ), କେନ୍ଦ୍ର ସମବାୟ ନୀତି ବିଭାଗର ନିର୍ଦ୍ଦେଶକ ଶ୍ରୀ ମୁକେଶ କୁମାର, ଓମଫେଡର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ (ଭାପ୍ରସେ ) ଏବଂ ସ୍ଵତନ୍ତ୍ର ଶାସନ ସଚିବ (ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୂକାରୀ, ଇଲେକ୍ଟ୍ରୋ |ନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ) ଡଃ. ପ୍ରଦୀପ କୁମାର ରାଉତ ଉପସ୍ଥିତ ଥିଲେ |
ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡଃ. ମନୋରଞ୍ଜନ ପୁଥାଲ ଓଏସ-ସିଆଟି ପ୍ରଶିକ୍ଷଣର ପାଠ୍ୟକ୍ରମ ଓ ଗଠନ ବିଷୟରେ ତଥ୍ୟ ଦେଇଥିଲେ । ପ୍ରଶିକ୍ଷଣରେ ମୌଳିକ ଡିଜିଟାଲ ଜ୍ଞାନ, ଇ-ଗଭର୍ଣସ ପୋର୍ଟାଲ ବ୍ୟବହାର, କୃତ୍ରିମ ବୁଦ୍ଧିମତ୍ତା ସଚେତନତା, ସାଇବର ସୁରକ୍ଷା ଓ ଅଫିସ୍ ପ୍ରବନ୍ଧନ ଉପକରଣ ସମ୍ମିଳିତ ଅଛି ବୋଲି ଉପସ୍ଥାପନା କରିଥିଲେ ।
ସର୍ବଶେଷରେ ଶ୍ରୀ ସିଦ୍ଧାର୍ଥ ଦାସ , (ଭାପ୍ରସେ), ନିବନ୍ଧକ ସମବାୟ ସମିତି ସମୂହ ଅତିଥ୍ମାନଙ୍କର ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତି ଘୋଷଣା କରିଥିଲେ । କାର୍ଯ୍ୟକ୍ରମଟି ଓକେସିଏଲର ବରିଷ୍ଠ ସାଧାରଣ ପରିଚାଳିକା ସିଏସ୍ ସସ୍ମିତା ପଣ୍ଡାଙ୍କ ଦ୍ବାରା ସୁଚାରୁ ଭାବେ ପରିଚାଳିତ ହୋଇଥିଲା I
ଏହି ପ୍ରଶିକ୍ଷଣ ମାଧ୍ଯମରେ ପ୍ରାଥମିକ କୃଷି ସମବାୟ ସମିତିର ଅଧୂକାରୀମାନେ ଆଧୁନିକ ଡିଜିଟାଲ ପ୍ରଣ ପ୍ରଣାଳୀ ছু ବ୍ୟବହା ହାର କରି ରାଜ୍ୟର କୃଷକମାନଙ୍କୁ ଦ୍ରୁତ ଓ ପାରଦର୍ଶୀ ସେବା ପ୍ରଦାନ କରିପାରିବେ ବେ ବୋଲି ଆଶା କରାଯାଉଛି I ସରକାରୀ ପ୍ରଶାସନରେ ଡିଜିଟାଲ ପରିବର୍ତ୍ତନ ଆଣିବା ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ମନେ କରାଯାଉଛି।