SI ପରୀକ୍ଷା ନିଯୁକ୍ତି କେଳେଙ୍କାରୀ ଘଟଣା ନିଦ ହଜାଉଛି ବିଜେଡିର...
ସିଲିକନ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ସୁରେଶ ନାୟକ ଗିରଫ*
ମାଲିକ ସୁରେଶ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ*
ଶଙ୍କର ପୁଷ୍ଟି ଲିଙ୍କ୍ରେ ସୁରେଶ ନାୟକ ଗିରଫ
ପରୀକ୍ଷା ପାଇଁ ସିଲିକନ ଠାରୁ ସବଲିଜ୍ ନେଇଥିଲା ଶଙ୍କର
ଅପରାହ୍ମରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ