ନୂଆପଡା ଉପନିର୍ବାଚନ ହାଲଚାଲରେ...

Nov 3, 2025 - 14:35
 6
ନୂଆପଡା ଉପନିର୍ବାଚନ ହାଲଚାଲରେ...

ଉପନିର୍ବାଚନ ପରିପ୍ରେକ୍ଷୀରେ ବୈରୀବାଡି ପଂଚାୟତର ମାଗୁରପାଣି ଗ୍ରାମରେ କ୍ରୀଡ଼ାବିତ ସମାରୋହରେ ଯୋଗ ଦେଇଛନ୍ତି ମନ୍ତୀ ସୂର୍ଯ୍ୟବଂଶୀ ସୁରଜ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ