ଅଂଶୁଘାତ ପ୍ରତି ସାବଧାନ!!!

Apr 23, 2025 - 16:36
 11
ଅଂଶୁଘାତ ପ୍ରତି ସାବଧାନ!!!

**ଫୁଲନଖରା-କଟକ NH-16* *ମୂଖ୍ୟ ରାସ୍ତାରେ ଦିନ 1ଟେ* ବାଜିଲାଣି ଜୀବନକୁ ବାଜି ଲଗାଇ ଖରାତରାରେ ଶ୍ରମିକମାନଙ୍କୁ କାର୍ଯ୍ୟ କରାଉଛି ଠିକାସଂସ୍ଥା ।ଅଘଟଣ ଘଟିଲେ ଦାୟୀ କିଏ ରହିବେ। *ସରକାର ପ୍ରଶାସନ ଟିକେ ଦୃଷ୍ଟି* ଦିଅନ୍ତୁ ଯଦି ଅଂଶୁଘାତ କାହାର କିଛି ଖେତୀ ହେବ ପରିବାରଲୋକ କିଏ ସାହା ହେବ ଯଦି ଆଜି ଠାରୁ କାର୍ଯ୍ୟଅନୁଷ୍ଠାନ ନ ନେବେ ଠିକାଦାର ଉପରେ ଆଗକୁ ସରକାର ଦାଇ ହେବ 

ଭୁବନେଶ୍ୱର ରୁ ରିପୋର୍ଟ 

ରଶ୍ମିରଂଜନ ମିଶ୍ର

Av news 

ଭୁବନେଶ୍ୱର