ଅଧିକ Fees ଦେଇଥିଲେ ଫେରାଇବ CBSE...
ଦ୍ବାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ପ୍ରକ୍ରିୟା ତ୍ରୁଟି ନେଇ CBSEର ସ୍ପଷ୍ଟୀକରଣ
ସ୍କାନ୍ କପି ପାଇଁ ଧାର୍ଯ୍ୟ ଫି’ ଠାରୁ କିଛି କ୍ଷେତ୍ରରେ ଅଧିକ ପେମେଣ୍ଟ ଆସିଛି
ଆଉ କେତେକଙ୍କ କ୍ଷେତ୍ରରେ ଧାର୍ଯ୍ୟଠାରୁ କମ୍ ରାଶି ମଧ୍ୟ ଆଦାୟ ହୋଇଛି
ଯେଉଁମାନେ ଅଧିକ ପେମେଣ୍ଟ କରିଛନ୍ତି, ସେହି ଅଧିକ ପରିମାଣ ଫେରି ପାଇବେ
ଆଉ ଯେଉଁମାନଙ୍କ ଠାରୁ କମ୍ ପେମେଣ୍ଟ ଆସିଛି ସେମାନଙ୍କୁ ଭରିବାକୁ କୁହାଯିବ
ତେଣୁ ଯେଉଁମାନେ ଆବେଦନ କରିଛନ୍ତି ସମସ୍ତଙ୍କୁ ସ୍କାନ୍ କପି ପ୍ରଦାନ କରାଯିବ
ଆଉ ଥରେ ପରୀକ୍ଷାର୍ଥୀଙ୍କୁ ସ୍କାନ୍ କପି ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ