ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ...
ମଧ୍ୟାହ୍ନ ୧୨ଟା ୩୦ରେ CHSE କାର୍ଯ୍ୟାଳୟରେ ହେବ ଘୋଷଣା
ଏକାସଙ୍ଗେ ଆସିବ କଳା, ବିଜ୍ଞାନ, ବାଣିଜ୍ୟ ର ଫଳ ହେବ ଘୋଷଣା
ଧନ୍ଦାମୂଳକ ଶିକ୍ଷାର ଫଳାଫଳ ମଧ୍ୟ ଘୋଷଣା ହେବ
ଅପରାହ୍ନ ୩ଟାରୁ ଅନଲାଇନ୍ରେ ଉପଲବ୍ଧ ହେବ ମାର୍କସିଟ୍