ଅମିତ ଶାହ ଙ୍କ ଓଡିଶା ଗସ୍ତ...

Jun 29, 2026 - 20:04
 5
ଅମିତ ଶାହ ଙ୍କ ଓଡିଶା ଗସ୍ତ...

ଅମିତ ଶାହ ଙ୍କ ଓଡିଶା ଗସ୍ତ...

ଜୁଲାଇ ୪ ତାରିଖରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। 

ଏହି ସୂଚନା ଦେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। 

ଆସନ୍ତା ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଯିବେ ଶାହ। 

ଇଥାନଲ୍‌ ପ୍ରକଳ୍ପର ଶୁଭାରମ୍ଭ କରିବେ ଶାହ ବୋଲି ସୂଚନା ଦେଲେ ପ୍ରଦୀପ ପୁରୋହିତ। 

୪ ତାରିଖରେ ସମ୍ବଲପୁର ଯାଇ ରାତ୍ରିଯାପନ କରିବେ। 

୫ ତାରିଖରେ ସମ୍ବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।