ଆଜିଠୁ_ରତ୍ନଭଣ୍ଡାର_ମରାମତି .

ଆଜିଠୁ_ରତ୍ନଭଣ୍ଡାର_ମରାମତି .

ଆଜିଠୁ_ରତ୍ନଭଣ୍ଡାର_ମରାମତି .
-ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି
-ଆଜିଠାରୁ ପୁଣି ଆରମ୍ଭ ହେବ ବାହାର ରତ୍ନଭଣ୍ଡାର କାର୍ଯ୍ୟ
-୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ
'-ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି'
'-ଶୃଙ୍ଖଳିତ, ସୁନ୍ଦର ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବ'
'-ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି'
-'ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି କରିବା ଯୋଜନା'
'-ବର୍ମାଟିକ୍‌ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା'
'-ବର୍ମାଟିକ୍‌ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା'
-ଶ୍ରୀମନ୍ଦିର ପ୍ରଶାସନ ସହ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା