ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୧୪ ତାରିଖ ୨୦୨୬ ମସିହା (ବୁଧବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଚତୁର୍ଥୀ ରାତ୍ରି ଘ୦୧/୦୧ ଗତେ ପଞ୍ଚମୀ*
*ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୪/୩୯ ଗତେ ଜ୍ୟେଷ୍ଠା*
*ଚନ୍ଦ୍ର- ବିଛା*
*ଯୋଗ- ଆୟୁସ୍ମ।ନ୍*
*କରଣ - ବାଣିଜ୍ୟ*
*ସୌରମାସ- କନ୍ୟା ୨୮ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୪୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୧୯
*ଯୋଗିନୀ ନୈରୁତକୋଣେ ରାତ୍ରି ଘ୦୧/୦୧ ଗତେ ଦକ୍ଷିଣେ*
*କର୍କଟ ରାଶି ର ଘାତବାର*
*ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ପୁଷ୍କର ଦୋଷ ନ।ସ୍ତି*
କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୦ ମଧ୍ୟେ*
ବାରବେଳା - ଦିବା ଘ୧୧/୩୭ ଗତେ ଘ୦୧/୦୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୭/୨୨ ଗତେ ଘ୦୮/୧୦ ମଧ୍ୟେ ଓ ଘ୧୦/୩୨ ଗତେ ଘ୧୧/୩୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୩ ଗତେ ଘ୦୭/୨୧ ମଧ୍ୟେ ଓ ଘ୦୧/୪୫ ଗତେ ଘ୦୪/୧୦ ମଧ୍ୟେ
ଆଜି ମୂଳା ଭକ୍ଷଣ ନିଷେଧ