ଆଜିର ଦିନ ଚର୍ଚ୍ଚା

Sep 28, 2026 - 08:43
 3

 ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୨୮ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ଦ୍ୱିତୀୟା ରାତ୍ରି ଘ୦୭/୧୭ ଗତେ ତୃତୀୟା*

*ନକ୍ଷତ୍ର- ରେବତୀ ଦିବା ଘ୧୦/୫୬ ଗତେ ଅଶ୍ୱିନୀ*

*ଚନ୍ଦ୍ର- ମୀନ ଦିବା ଘ୧୦/୫୬ ଗତେ ମେଷ*

*ଯୋଗ- ଧୃବ*

*କରଣ - ତୈତିଳ*

*ସୌରମାସ- କନ୍ୟା ୧୨ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୧/୦୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୪୨

*ଯୋଗିନୀ ଉତ୍ତରେ ରାତ୍ରି ଘ୦୭/୧୭ ଗତେ ଅଗ୍ନିକୋଣେ*

*ମେଷ ରାଶିର ଘାତଚନ୍ଦ୍ର*

*ମିଥୁନ ରାଶି ର ଘାତବାର*

*ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୄତେ ରାତ୍ରି ଘ୦୭/୧୬ ଗତେ ଏକପାଦ ପୁଷ୍କରଦୋଷ*

କାଳବେଳା-ଦିବା ଘ୦୭/୧୧ ଗତେ ଘ୦୮/୪୨ ମଧ୍ୟେ

 

ବାରବେଳା - ଦିବା ଘ୦୨/୩୬ ଗତେ ଘ୦୪/୦୮ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୦ମଧ୍ୟେ ଓ ଘ୦୮/୫୩ ଗତେ ଘ୧୧/୧୪ ମଧ୍ୟେ ରାତ୍ରି ଘ୦୮/୦୧ଗତେ ଘ୧୧/୦୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ବୋଇତିକଖାରୁ ଭକ୍ଷଣ ନିଷେଧ