ଆଜିର ଦିନ ଚର୍ଚ୍ଚା

Oct 16, 2026 - 08:22
 6

ଆଜି ଅକ୍ଟୋବର ମାସ ୧୬ ତାରିଖ ୨୦୨୬ ମସିହା (ଶୁକ୍ରବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- ଶୁକ୍ଳପକ୍ଷ*

*ତିଥି- ଷଷ୍ଠୀ*

*ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୭/୨୭ ଗତେ ମୂଳା*

*ଚନ୍ଦ୍ର- ବିଛା ଦିବା ଘ୦୭/୨୭ ଗତେ ଧନୁ* 

*ଯୋଗ- ଶୋଭନ*

*କରଣ - କୌଳଵ*

*ସୌରମାସ- କନ୍ୟା ୩୦ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୬/୧୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୪୨

*ଯୋଗିନୀ ପଶ୍ଚିମେ*

*ବିଛା,ଧନୁ ଓ ମୀନ ରାଶି ର ଘାତବାର*

*ଷଷ୍ଠୀ ର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ଅଦ୍ୟ ତପୋ ଷଷ୍ଠୀ*

*ମୃତେ ପୁଷ୍କର ଦୋଷ ନ।ସ୍ତି*

କାଳବେଳା ଓ ବାରବେଳା - ଦିବା ଘ୦୮/୩୬ ଗତେ ଘ୧୧/୩୧ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୭/୨୧ ଗତେ ଘ୦୮/୩୫ ମଧ୍ୟେ ଓ ଘ୧୨/୧୧ ଗତେ ଘ୦୩/୨୨ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ନିମ୍ବ ଭକ୍ଷଣ ନିଷେଧ