ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର' ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
"ଦାବି ନ ହୋଇଥୁବା ଜମା କେବଳ କାଗଜପତ୍ରରେ ଲେଖା ନୁହେଁ; ଏହା ସାଧାରଣ ପରିବାରର କଠିନ ପରିଶ୍ରମରେ ଅର୍ଜିତ ସଞ୍ଚୟକୁ ପ୍ରତିନିଧୂତ୍ବ କରେ" - କେନ୍ଦ୍ର ଅର୍ଥମନ୍ତ୍ରୀ
"ଜାଗରଣ, ପ୍ରସାର ଏବଂ କାର୍ଯ୍ୟର ୩-ଏ ରଣନୀତି ଅଭିଯାନର ମାର୍ଗଦର୍ଶୀ ନୀତି ହେବ" - ଶ୍ରୀମତୀ ନିର୍ମଳା ସୀତାରମଣ
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ବାର୍ତ୍ତାରେ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ସାଧାରଣ ଲୋକଙ୍କ ବିଶ୍ବାସ, ସମ୍ମାନ ଏବଂ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଏକ ସାମୂହିକ ପ୍ରୟାସ ବୋଲି କହିଛନ୍ତି
ରାଜ୍ୟ ଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ କାନୁଭାଇ ଦେଶାଇ କହିଛନ୍ତି ଯେ ଦାବି କରାଯାଇନଥୁବା ଜମାଗୁଡ଼ିକ ହିତାଧୂକାରୀଙ୍କ ଶିକ୍ଷା, ସଶକ୍ତିକରଣ ରଣ ଏବଂ ଅନ ଅନ୍ୟାନ୍ୟ ନ୍ଯ ଆର୍ଥକ ଆବଶ୍ୟକତା ପାଇଁ ଉପଯୋଗୀ ହେବ
"ନାଗରିକଙ୍କ ଦାବି ଶୀଘ୍ର ଏବଂ * ନିରପେକ୍ଷ ଭାବରେ ସମାଧାନ କରାଯିବା ଆବଶ୍ୟକ, ଯାହା ଦ୍ବାରା ସେମାନେ ସୃଷ୍ଟତା ଏବଂ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିପାରିବେ" – ସଚିବ, ଡିଏଫଏସ
ଅକ୍ଟୋବ ବର ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସମସ୍ତ ଜିଲ୍ଲାକୁ କଭର କରିବା ପାଇଁ ଅଭିଯାନ
ନାଗରିକମାନଙ୍କୁ ଦାବି ନକରି ଆର୍ଥକ ସମ୍ପତ୍ତା ଖୋଜିବା ଏବଂ ଦାବି କରିବାରେ ସାହାଯ୍ୟ କରିବା ପାଇଁ ଡିଜିଟାଲ୍ ପ୍ରଦର୍ଶନ ଏବଂ ସମର୍ଥନ ପ୍ଲାଟଫର୍ମ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୁଜରାଟର ଗାନ୍ଧୀନଗରଠାରେ ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧୂକାର' ସଚେତନତା ଅଭିଯାନକୁ ଉଦ୍ ଘାଟନ କରିଛନ୍ତି। କୌଣସି ଜମାକାରୀ ତାଇ ତାଙ୍କର କଷ୍ଟ କଷ୍ଟ ଅର୍ଜିତ ଜମା ପୁଞ୍ଜୀକୁ କିପରି ବ୍ୟାଙ୍କ ବା ଅ ଅନ୍ୟ ଆକ ଅନୁଷ୍ଠାନରୁ ସହଜରେ ଉଠାଇପାରିବେ ସେ ବିଷୟରେ ସଚେତନତା ପ୍ରସାର କରିବା ଏହି ଅଭିଯାନର ଲକ୍ଷ୍ୟ ।
ଏହି ଅବସରରେ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଅଭିଯାନରେ 2 ଏକ ସରଳ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ବହନ କରାଯାଇଛି ଯେ, ନାଗରିକମାନଙ୍କ ଦ୍ବାରା ସଞ୍ଚିତ ପ୍ରତ୍ୟେକ ଟଙ୍କା ସେମାନ ମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ ଫେରିବା ଉଚିତ । ଏହା ତାଙ୍କର ସଞ୍ଚିତ ଜମାପୁଞ୍ଜୀ ହେଉ ବା ବୀମା ଆୟ, ଲାଭାଂଶ, ମ୍ୟୁଚୁଅ ଚୁଆଲ୍ ଫଣ୍ଡ ବାଲାନ୍ସ ଏବଂ ଏବଂ ପେନସନ୍ ନସନ୍, ଏସବୁ କେବଳ କାଗଜପତ୍ରରେ ନ ରହି ସମ୍ପୃକ୍ତ ବ୍ୟକ୍ତି ପାଖକୁ ଫେରିବା ଆବଶ୍ୟକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। କୌଣସି ସାଧାରଣ ପରିବାରର କଷ୍ଟ ଅର୍ଜିତ ସଞ୍ଚୟକୁ ଏହା ପ୍ରତିନିଧୂତ୍ବ କ କରେ ବୋଲି ଅର୍ଥମନ୍ତ୍ରୀ ମନ୍ତ୍ରୀ କହିବା ସହ ଏହା ଶିକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ସେବା ତଥା ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ର ମନ୍ତ୍ରୀ ଆଶା କରିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଅଭିଯାନର ମାର୍ଗଦର୍ଶିକା ଭାବରେ ତିନୋଟି ବିନ୍ଦୁକୁ ଗୁରୁତ୍ବ ଦେଇଛନ୍ତି। ସେଗୁଡ଼ିକ ହେଲା ସଚେତନତା, ପହଞ୍ଚ ଏବଂ କାର୍ଯ୍ୟ। ସଚେତନତାର ନତାର ଲକ୍ଷ୍ୟ ଲ ହେଉଛି ପ୍ରତ୍ୟେକ ନାଗରିକ ଏବଂ ସମ୍ପ୍ରଦାୟକୁ ସେମାନଙ୍କ ନାଁରେ ଥୂବା ଅଣଦାବି ସମ୍ପତ୍ତାକୁ କିପରି ଖୋଜିବେ ସେ ବିଷ ବିଷୟରେ ଅବଗତ କରାଇବା। ଦ୍ବିତୀୟରେ ଡିଜିଟାଲ୍ ଉପକରଣ ଓ ଜିଲ୍ଲାସ୍ତରୀୟ ପ୍ରସାରଣ ଦ୍ବାରା ଏହି ସମ୍ପତ୍ତାରେ ତାଙ୍କର ତାଙ୍କ ପହଞ୍ଚକୁ ସରଳୀକୃତ କରିବା। ଏବଂ ତୃତୀୟରେ ସମୟ ଭିତ୍ତୀକ କାର୍ଯ୍ୟନୁଷ୍ଠାନଦ୍ବାରା ସ୍ବଚ୍ଛ ଭାବେ ସେମାନଙ୍କ ଆବେଦନ ବେଦନକୁ ସମାଧାନ କରିବା।