ଆସନ୍ତା 18 ତାରିଖରେ ପ୍ରଥମ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Nov 12, 2025 - 08:56
 6
ଆସନ୍ତା 18 ତାରିଖରେ ପ୍ରଥମ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଳ ଶକ୍ତି ଅଭିଯାନ-କ୍ୟାଚ୍ ଦ ରେନ୍ ଅଧୀନରେ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ବିଜେତାମାନଙ୍କୁ ମିଳିବ ସ୍ବୀକୃତି

ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକକୁ ତୃତୀୟ ବର୍ଗରେ ଦିଆଯିବ ଏହି ପୁରସ୍କାର

ନୂଆଦିଲ୍ଲୀ, ୧୧ ନଭେମ୍ବର

ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଆଜି ଜଳ ସଞ୍ଚ ସଞ୍ଚୟ ଜନ ଭାଗିଦାରୀ ରୀ 1.0 (ଜେଏସଜେବି) ପ୍ରୟାସ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ବିଜେତା ଜତାଙ୍କ ତାଲିକା ଘୋଷଣା କରିଛି । ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍ ଅଭିଯାନ ଅନ୍ତର୍ଗତ ଏକ ଏକ ପ୍ରମୁଖ ଗୋଷ୍ଠୀ ଗୋଷ୍ଠୀ ଆଧାରିତ

କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଏହି ପୁରସ୍କାର ମିଳିଥାଏ I

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସମାରୋହରେ 2025 25 ମସିହା ପାଇଁ ଷଷ୍ଠ ଜାତୀ । ତୀୟ ଜଳ ପୁରସ୍କାର ସହିତ ଜଳ ପଞ୍ଚାୟତ ଜନ ଭାଗିଦା ଦାରୀ ପୁରସ୍କାର ପ୍ରଦାନ କରିବେ I

ଜନ ମାନ୍ୟବର ପ୍ରଧାନମନ୍ତ୍ର ନମନ୍ତ୍ରୀଙ୍କ ଜଳ ଶକ୍ତି ପାଇଁ ଜନ ଶକ୍ତି ଦୃଷ୍ଟିକୋଣ ଦ୍ବାରା ଅନୁପ୍ରାଣିତ ହୋଇ, ଜଳ ସଂଚୟ ଭାଗୀଦାରୀ ପ୍ରୟାସ 6 ସେପ୍ଟେମ୍ବର 2024ରେ ଗୁଜୁରାଟର ସୁରତରୁ ଆରମ୍ଭ କରାଯାଇଥିଲା I

ଚଳିତ ବର୍ଷ ମୋଟ 100 ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ତିନୋଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ 67 ଜିଲ୍ଲା, ଛଅଟି ନଗର ନିଗମ, ମ, ଗୋଟିଏ ପୌର ସଂସ୍ଥା, ଦୁଇଟି ସହଭାଗୀ ମନ୍ତ୍ରଣାଳୟ/ବିଭାଗ, ଦୁଇଟି ଶିଳ୍ପ, ତିନୋଟି ଏନଜିଓ, ଦୁଇ ସ୍ବେଚ୍ଛାସେବୀ ବ୍ୟକ୍ତିବିଶେଷ ଏବଂ 14 ଜଣ ନୋଡାଲ ଅଧିକାରୀ ଅନ୍ତର୍ଭୁକ୍ତ । ଜେଏସଜେବି ପୋର୍ଟାଲରେ ଅପଲୋଡ୍ କରାଯାଇଥିବା ଯାଞ୍ଚ ତଥ୍ୟ ଆଧାରରେ ପୁରସ୍କାର ବିଜେତାମାନଙ୍କୁ ଚୟନ କରାଯାଇଛି I

ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକୁ ବର୍ଗ 1 ରେ ପ୍ରତ୍ଯେକଙ୍କୁ 2 କୋଟି ଟଙ୍କା ପ୍ରଦାନ କରାଯିବା ବର୍ଗ 2 ଏ

3 ରେ ଥ‌ିବା ଜିଲ୍ଲାଗୁଡ଼ିକୁ ଯଥାକ୍ରମେ 1 କୋଟି ଟଙ୍କା ଏବଂ 25 ଲକ୍ଷ ଟଙ୍କା ପ୍ରଦାନ କରାଯିବା ଅନ୍ୟମାନ ମଧ୍ଯ ସ୍ବୀକୃତି କରାଯିବ । ପ୍ରତ୍ୟେକ ପୁରସ୍କାରରେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ବି ସଚିବଙ୍କ ଦ୍ବାରା ଦସ୍ତଖତ ଏକ ପ୍ରଶସ୍ତିପତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକ ମଧ୍ଯରେ ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକକୁ ତୃତୀୟ ବର୍ଗରେ ଏହି ପୁରସ୍କାର ଦିଆଯିବ । ଏସବୁ

ଜିଲ୍ଲାରେ ବିଭିନ୍ନ ଜଳପ୍ରକଳ୍ପକୁ ସଫଳ ପାଇବେ। ଫଳତାର ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି

ସମ୍ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ ସମାଜ ଆଭିମୁଖ୍ୟ ଦ୍ବାରା ପରିଚାଳିତ ଏହି ପ୍ରୟାସ ତୃଣମୂଳ ସ୍ତରରେ ଭାଗିଦାରୀ ଆଧାରିତ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଜଳ ପରିଚାଳନାକୁ ପ୍ରୋତ୍ସାହିତ ହିତ କରେ। ଗୋଷ୍ଠୀ, କର୍ପୋରେଟ୍ ସାମାଜିକ ଦାୟିତ୍ଵ ଏବଂ ମୂଲ୍ୟ ମନ୍ତ୍ର ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମ ଏକ ସମାବେଶୀ ମଡେଲ ଗ୍ରହଣ କରେ ଯାହା ଦୀର୍ଘକାଳୀନ ଜଳ ସୁରକ୍ଷା ଓ ଜଳ ଚାପ ବିରୁଦ୍ଧରେ ସ୍ଥିରତାକୁ ପ୍ରୋତ୍ସାହି ତ୍ସାହିତ କରେ ।

ଏହି ପଦକ୍ଷେପ ଅଧୀନରେ, ରାଜ୍ୟଗୁଡ଼ିକୁ ପାଞ୍ଚଟି ଜୋନରେ ବିଭକ୍ତ କରାଯାଇଛି, ଏବଂ ଜିଲ୍ଲାଗୁଡ଼ିକୁ ସର୍ବନିମ୍ନ 10,000 କୃତ୍ରିମ ଜଳ ରିଚାର୍ଜ ବା ଜଳ ଅମଳ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମାଣ କରିବାକୁ ଉତ୍ସାହିତ କରାଯାଇଛି I ଉତ୍ତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକର ଜିଲ୍ଲାଗୁଡ଼ିକ ପାଇଁ ଏହି ସଂଖ୍ୟା 3,000 ହୋଇଥ୍ ଦେଶବ୍ୟାପୀ ନଗର ନିଗମଗୁଡ଼ିକ ପାଇଁ ଏହା 10,000 ରହିଛି । ଏହି ଢାଞ୍ଚ ଢାଞ୍ଚାଗୁଡ଼ିକ ଛାତ ଅମଳ, ଏବଂ ହ୍ରଦ, ପୋଖରୀ ଏବଂ ଷ୍ଟେପୱେଲଗୁଡ଼ିକର ପୁନରୁଦ୍ଧାର ପାଇଁ ଅନ୍ତର୍ଭୁକ୍ତ । ଥିବା ବେଳେ ଉପରେ ବର୍ଷାଜଳ

ଭାରତ ସରକାର ବୋରୱେଲ ରିଚାର୍ଜ ସିଷ୍ଟମ ବା ଜଳ ଅମଳ ପ୍ରଣାଳୀ ଏବଂ ଛାତ ଉପରେ ବର୍ଷାଜଳ ଅମଳ ୟୁନିଟ୍ ଭଳି କୃତ୍ରିମ ଭୂତଳ ଜଳ ରିଚାର୍ଜ ଢାଞ୍ଚାର ନିର୍ମାଣ, ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅସାଧାରଣ ପ୍ରଗତି ପାଇଁ ପୁରସ୍କାର ବିଜେତାମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଧାର୍ଯ୍ୟ ସମୟସୀମ ସୀମା ମଧ୍ଯରେ 10 ଲକ୍ଷ ଢାଞ୍ଚା ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ 27.6 ଲକ୍ଷ ଢାଞ୍ଚା ନିର୍ମାଣ ହୋଇଥିବା ରିପୋର୍ଟ କରାଯାଇଛି ।

ସହରାଞ୍ଚଳ ଜଳ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଗୃହ ଓ ସହରା ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଜଳ ଶକ୍ତି ମନ୍ତ୍ରଣାଳୟ ସହିତ ସହଭାଗୀ ହୋଇଛି। ଏହି ସହଯୋଗ ମାଧ୍ଯମରେ ଧ୍ଯମରେ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥାଗୁଡ଼ିକୁ ପ୍ରତ୍ୟେକକୁ ଅତି କମରେ 2,000 ରିଚାର୍ଜ ଢାଞ୍ଚା ନିର୍ମାଣ କରିବାକୁ ପ୍ରୋତ୍ସାହନ ଦିଆଯାଇଛି।

ଜଳ ସଞ୍ଚୟ ଜନ ଭାଗୀଦାରୀ ପ୍ରୟାସ ଜନଭାଗିଦାରୀ ଏବଂ ସମ୍ୱଳର ମ୍ୱଳର ଏକତ୍ରୀକରଣ ମାଧ୍ୟମରେ କୃତ୍ରିମ ଭୂ ଜଳ ସଂରକ୍ଷଣ ପାଇଁ ବିବିଧ, ବ୍ୟାପକ ଏବଂ ଅନୁକରଣୀୟ ଉଦାହ ଦାହରଣ ପ୍ରସ୍ତୁତ କରିଛି ।