ଆସନ୍ତା କାଲି ମଙ୍ଗଳ ବାର ଠାରୁ ଆରମ୍ଭ ହେବ,
"କାର୍ଷିକ ବ୍ରତ"...
ଆସନାକାଲି ଠାରୁ ଆରମ୍ଭ ହେବ କାର୍ଷିକ ବ୍ରତ । ହବିଷ୍ୟାଳୀ ଙ୍କ ସୁରକ୍ଷା ଓ ଶ୍ରୀମନ୍ଦିରରେ ଦର୍ଶନ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ସିଂହଦ୍ବାର ନିକଟରେ କରାଯାଇଛି ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା। ସୁରକ୍ଷା ପାଇଁ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ, ୪ ଏ ଏସ୍ ପି, ୧୫ ଡି ଏସ୍ ପି, ୧୫ ଜଣ ଇନ୍ସପେକ୍ଟର, ୬୫ ସବ୍ ଇନ୍ସପେକ୍ଟର ଓ ୧୦୦ କନେଷ୍ଟବଳ।
ପାଖାପାଖୂ ୨୫୦୦ ହବିଷ୍ୟାଳୀ ଙ୍କ ରହଣି ପାଇଁ କରାଯାଇଛି ବ୍ୟବସ୍ଥା।