ଇଣ୍ଡିଗୋ ସେବା ବ୍ୟାଘାତ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ବିବୃତ୍ତ
ଇଣ୍ଡିଗୋ ସେବା ବ୍ୟାଘାତ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ବିବୃତ୍ତ
ଆସନ୍ତାକାଲି ସୁଦ୍ଧା ସମୟସୂଚୀ ସ୍ଥିର ହେବା ସହିତ ତିନି ଦିନ ମଧ୍ୟରେ ସ୍ବାଭାବିକ ହେବ ବିମାନ ସେବା
ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଲେ ଭାରତ ସରକାର; ଭବିଷ୍ୟତରେ ଏପରି ବିଭ୍ରାଟ ରୋକିବାକୁ ନିଆଯିବ ପଦକ୍ଷେପ
ଦେଶର 1ର ବିଭିନ୍ନ ସ୍ଥାନରେ ଇଣ୍ଡିଗୋର ବିମାନସେବା ବାଧାପ୍ରାପ୍ତି ହେବା ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ।ମମୋହନ ନାଇଡୁ ବିବୃତ୍ତ ରଖୁଛନ୍ତି । ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳ ବିଭିନ୍ନ ବିମାନ କାର୍ଯ୍ୟସୂଚୀ, ବିଶେଷକରି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସେବାରେ ଦେଖା ଦେଇଥୂବା ବ୍ୟାଘାତକୁ ସମାଧାନ କରିବା ପାଇଁ ଜରୁରୀ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ବେସାମରିକ ବିମାନ ଚଳାଚଳ ମହା ହାନିର୍ଦ୍ଦେଶାଳୟ (ଡିଜିସିଏ)ର ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (ଏଫଡିଟିଏଲ) ନିର୍ଦ୍ଦେଶକୁ ଶକୁ ତୁରନ୍ତ ସୁଗିତ ରଖାଯାଇଛି। ବିମାନ ସୁରକ୍ଷା ସହିତ କୌଣସି ସାଲିସ ନକରି, ଏହି ନିଷ୍ପତ୍ତ କେବଳ ଯାତ୍ରୀ, ବିଶେଷକରି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଛାତ୍ରୀ, ରୋଗୀ ଏବଂ ଜରୁରୀ ଆବଶ୍ୟକତା ପାଇଁ ସମୟୋଚି ୟୋଚିତ ବିମାନ ଯାତ୍ରା ଉପରେ ନିର୍ଭର କରୁଥିବା ଅନ୍ୟମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ନିଆଯାଇଛି।
ଏହାବ ହାବ୍ୟତୀତ, ସାଧାରଣ ବିମାନ ସେବା ଯଥାଶୀଘ୍ର ସ୍ବାଭାବିକ କରିବା ଏବଂ ଯାତ୍ରୀମାନ ନଙ୍କ ଅସୁବିଧାକୁ ଯଥେଷ୍ଟୁ ହ୍ରାସ କରିବା ପାଇଁ ଅନେକ କାର୍ଯ୍ୟକାରିତାଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାକୁ ନି ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀର ତୁରନ୍ତ କାର୍ଯ୍ୟକାରିତାକୁ ଆଧାର କରି, ଆସମ୍ଭାକାଲି ସୁଦ୍ଧା ବିମାନ ସମୟସୂଚ ସୂଚୀ ସ୍ଥିର ହେବା ଆରମ୍ଭ ହେବ ଏବଂ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି । ଆଗାମୀ ତିନି ଦିନ ମଧ୍ୟରେ ରେ ସେବାଗୁଡ଼ିକର ପୁନର୍ବାର ସମ୍ପୂର୍ଣ୍ଣ ସ୍ବାଭାବିକ ହେବ।
ଏହି ସମଯ ମୟ ମଧ୍ୟରେ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ, ବିମାନ କମ୍ପାନୀଗୁଡ଼ିକୁ ଉନ୍ନତ ଅନଲାଇନ୍ ସୂଚନା ପ୍ରଣାଳୀ ମ ମାଧ୍ୟମରେ ନିୟମିତ ଏବଂ ସଠିକ୍ ଅପଡେଟ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇ ଇଛି । ଏହାଦ୍ବାରା ଯାତ୍ରୀମାନେ ସେମାନଙ୍କ ଘରୁ ଠିକ୍ ସମୟରେ ଉଡ଼ାଣ ସ୍ଥିତି ନିରୀକ୍ଷଣ କରିପାରିବେ। କୌଣସି ଉଡ଼ାଣ ବାତିଲ ହେଲେ, ବିମାନ କମ୍ପାନୀଗୁଡ଼ିକ ନିଜ ଆଡୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବେ । ଏଥୂପାଇଁ ଯାତ୍ରୀମ ମାନଙ୍କୁ କୌଣସି ଅନୁରୋଧ କରିବାର ଆବଶ୍ୟକତା ନାହିଁ। ଦୀର୍ଘ ସମୟ ବିଳମ୍ବ ଯୋଗୁଁ ଫସି ରହିଥିବା ଯାତ୍ରୀମାନଙ୍କୁ ବିମାନ କମ୍ପାନୀଗୁଡ଼ିକ ଦ୍ବାରା ହୋଟେଲରେ ରହିବାର ବ୍ୟବସ୍ଥା କରାଯିବ।
ବରିଷ୍ଠ ନାଗରିକ ଏବଂ ଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ବିଶେଷ ପ୍ରାଥମିକତା ଦିଆଯାଉଛି। ସେମାନଙ୍କୁ ଲାଉଞ୍ଜ ପ୍ରବେଶ ଏବଂ ସେମାନଙ୍କର ଯାତ୍ରା ଅନୁଭୂତିକୁ ଆରାମଦାୟକ ରହିବା ପାଇଁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ। ଏହାବ୍ୟତୀତ, ବିଳ ବିଳମ୍ବ ହୋଇଥିବା ଉଡ଼ାଣ ଦ୍ବାରା ପ୍ରଭାବିତ ସମସ୍ତ ଯାତ୍ରୀଙ୍କୁ ଜଳଖୁଆ ଏବଂ ଅତ୍ୟାବଶ୍ୟକ ସେବା ଯୋଚ ଯୋଗାଇ ଦିଆଯିବ।