ଉଦ୍ୟୋଗୀ ହୁଅନ୍ତୁ ବୈଷୟିକ ଶିକ୍ଷା ମନ୍ତ୍ରୀ..

Jun 1, 2026 - 08:55
 6
ଉଦ୍ୟୋଗୀ ହୁଅନ୍ତୁ ବୈଷୟିକ ଶିକ୍ଷା ମନ୍ତ୍ରୀ..

OTV କନ୍‌କ୍ଲେଭ ଆଣ୍ଡ ଏକ୍ସପୋରେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

‘ଏହା ଓଟିଭିର ଏକ ସମୟ ଉପଯୋଗୀ ପଦକ୍ଷେପ, ପିଲା ଉପକୃତ ହେବେ’

‘କେବଳ ଡିଗ୍ରୀ ହାସଲ କଲେ ଚଳିବନି, କୁଶଳୀ ହେବାକୁ ଚେଷ୍ଟା କରନ୍ତୁ’

‘ଯୁବକମାନେ ଆଗକୁ ଗଲେ ସଶକ୍ତ ଓଡ଼ିଶା ଗଠନ ହୋଇପାରିବ’

ବୈଷୟିକ ଶିକ୍ଷାରୁ କୁଶଳୀ ବ୍ୟକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ’

ଆଜିକା ଦିନରେ ଷ୍ଟାର୍ଟଅପ୍‌ ବେଶୀ ଗୁରୁତ୍ବପୂର୍ଣ୍ଣ, କାରଣ ବେଶୀ ନିଯୁକ୍ତି ଆଣୁଛି’

‘ସେମିକନ୍‌ ଇଣ୍ଡିଆରେ ଓଡ଼ିଆ ପିଲାଙ୍କ ଚିପ୍‌ ଆଦୃତି ଲାଭ କରିଛି’

‘ଆଇଟିଆଇରେ ଶିଳ୍ପ ଆବଶ୍ୟକ କରୁଥିବା କୁଶଳୀଙ୍କୁ ସୃଷ୍ଟି କରାଯାଉଛି’

ନିଯୁକ୍ତି ପଛରେ ନ ଧାଇଁ ଉଦ୍ୟୋଗୀ ହେବାକୁ ଚେଷ୍ଟା କରନ୍ତୁ’