ଏକତା ପଦଯାତ୍ରା ହେଉଛି ସର୍ଦ୍ଦାର ପଟେଲଙ୍କ ଐତିହ୍ୟ ଏବଂ ଯୁବଶକ୍ତିର ଏକ ଜାତୀୟ ଆନ୍ଦୋଳନ : ଡକ୍ଟର ମନସୁଖ ମାଣ୍ଡଭିୟ
ଏହି ଜାତ ଜାତୀୟସ୍ତରୀୟ ପଦଯାତ୍ରାର ପ୍ରସ୍ତୁତି ପାଇଁ, ସାରା ଦେଶରେ ୮୪୨ଟି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧୦ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ
ଜାତୀୟସ୍ତରୀୟ ପଦଯାତ୍ରା ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୬ରେ ଶେଷ ହେବ: ଡକ୍ଟର ମନସୁଖ ମାଣ୍ଡଭିୟ
ଭାରତ ତର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ପାଳନ କରିବା ପାଇଁ, ଯୁବ ବ୍ୟାପାର ଏବଂ କ୍ରୀତ କ୍ରୀଡା ମନ୍ତ୍ରଣାଳ ଶାଳୟ "ମୋ ଭାରତ" ମାଧ୍ୟମରେ ଦେଶ ଦଶବ୍ୟାପୀ ସର୍ଦ୍ଦାର ୧୫ ସର୍ଦ୍ଦାର@୧୫୦ ଏକତା ପଦଯାତ୍ରାର ଆୟୋଜନ କରୁଛି, ଯାହାର ଲକ୍ଷ୍ୟ ହେଉଛି ସାରା ଦେଶରେ ଜାତୀୟ ଗର୍ବ, ଜନସମ୍ପର୍କ ଏବ ଏବଂ ଯୁବ ଭାଗିଦାରୀତାକୁ ବୃଦ୍ଧି କରିବା। ସର୍ଦ୍ଦାର ପ ପଟେଲଙ୍କ ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଦୃଷ୍ଟିକୋଣ ଦ୍ବାରା ଅନୁପ୍ର ନୁପ୍ରାଣିତ ହୋଇ, ଏହି ଅଭିଯାନରେ "งด ଭାରତ, ଆତ୍ମନିର୍ଭର ଭାରତ"ର ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ଚାର୍ଯ୍ୟକଳାପ ଅନୁର୍ଭୁକ୍ତ ହେବ। ଭାରତର ଲୌହପୁରୁଷଙ୍କ ବ୍ୟାପକ ଅବଦାନ ଏବଂ ସ୍ଥାୟୀ ଐତିହ୍ୟକୁ ସମ୍ମାନିତ କରିବା ପାଇଁ ଏହି ପଦକ୍ଷେପ, କେନ୍ଦ୍ର ସରକାରଙ୍କ ଦ୍ବି-ବାର୍ଷିକ ଉତ୍ସବ (୨୦୨୪-୨୦୨୬)ର ଅଂଶ ଭାବରେ ୬ ଅକ୍ଟୋବର ୨୦୨୫ରେ ଯୁବ ବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ତଥା ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରି ରିଷଭ ଖଡସେଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ।
ଏହି ଅଭି ଅଭିଯାନ ଡିଜିଟାଲ କାର୍ଯ୍ୟକଳାପ ସହିତ ଆରମ୍ଭ ହୋଇଥୂଲା, ଏଥିରେ ରିଲ୍-ମେକିଂ ପ୍ରତିଯୋଗିତା, ପ୍ରବନ୍ଧ ଲେଖା ଏବଂ ସର୍ଦାର@୧୫୦ ସର୍ଦ୍ଦାର@୧୫୦ ଯୁବ ନେତାଙ୍କ ପ୍ରଶ୍ନୋତ୍ତର ଅନୁର୍ଭୁକୁ ଥୁଲା। ତୃଣମୂଳ ସ୍ତରରେ ପଦକ୍ଷେପର ଅଂଶ ସ୍ବରୂପ, ସାରା ଦେଶରେ ରେ ଜିଲ୍ଲାସ୍ତରରେ এ๑° ଏ କିଛି ରାଜ୍ୟର ବିଧାନସଭା ନିର୍ବାଚନମଣ୍ଡଳ ନିର୍ବାଚନମଣ୍ଡଳୀ ସ୍ବରରେ ପଦଯାତ୍ରା ଆୟୋଜନ କରାଯାଉଛି। ଜାତୀୟ ପଦଯାତ୍ରାର ପ୍ରସ୍ତୁତି ପାଇଁ ଦେଶର ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରତିନିଧୂମାନେ ନ ମଧ୍ଯ ଗୁଡ ଗୁଜରାଟ ଯାତ୍ରା କରୁଛନ୍ତି। ଛନ୍ତି। ଏହି ଦୁଇ ମାସ ବ୍ୟାପୀ ଅଭିଯାନ ୬ ଡିସେମ୍ବର ୨୦୨୫ରେ ସମାପ୍ତ ହେବ।
ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ପଦଯାତ୍ରାର ଅଗ୍ରଗତି ଏବଂ ଜାତୀୟ ପଦଯାତ୍ରାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଡକ୍ଟର ମାଣ୍ଡଭିୟ କହିଛନ୍ତି, "କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କୋହିମା ପର୍ଯ୍ୟନ୍ତ, ଲକ୍ଷ ଲକ୍ଷ ଲୋକ ଜାତୀୟ ଏକତା ପାଇଁ ଏକାଠି ସାମିଲ ହେଉଛନ୍ତି, ଯାହା କେବଳ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଐତିହ୍ୟର ଉତ୍ସବ ନୁହେଁ ବରଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଯୁବ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ପରିଚାଳିତ କରିବା ପାଇଁ ଏକ ଜାତୀୟ ଆନ୍ଦୋଳନ।"