ଏବେ କୋଭିଡ୍ କେସ୍‌ ଲହର ନୁହେଁ' -ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଏବେ କୋଭିଡ୍ କେସ୍‌ ଲହର ନୁହେଁ' -ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଏବେ କୋଭିଡ୍ କେସ୍‌ ଲହର ନୁହେଁ' -ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା
-‘ଏବେ ଦେଖାଯାଉଥିବା କୋଭିଡ୍‌ କେସକୁ ଲହର କୁହାଯାଇପାରିବ ନାହିଁ’
-‘ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି’
-‘ମଝିରେ ମଝିରେ କୋଭିଡ୍‌ ହେଉଛି, କେହି ଗୁରୁତର ହେଉନାହାନ୍ତି’
-‘ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ’
-‘ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ୍‌ ନୁହେଁ’
-‘ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି’
-‘କୋଭିଡ୍‌ ଲାଗି ରାଜ୍ୟ ସରକାର ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ’ .