ଏବେ ଠାରୁ କଂଗ୍ରେସ ସଜବାଜ ନ ହେଲେ ଆଗକୁ କୂଳ କିନାରା ମିଳିବ ନାହିଁ

Sep 15, 2025 - 10:22
 8
ଏବେ ଠାରୁ କଂଗ୍ରେସ ସଜବାଜ ନ ହେଲେ ଆଗକୁ କୂଳ କିନାରା ମିଳିବ ନାହିଁ

କଂଗ୍ରେସ ଭବନରେ AICC ର ବରିଷ୍ଠ ନେତା କେ ସି ବେଣୁଗୋପାଳ

ରାଜ୍ୟ ରାଜନୈତିକ ବ୍ୟାପାର କମିଟି ବୈଠକରେ ଯୋଗ ଦେଲେ 

ନୂଆପଡ଼ା ଉପ ନିର୍ବାଚନ ଯୋଗୁଁ ଗୁରୁତ୍ବପୂର ବୈଠକ ରେ ଭାଗ ନେଇ ଦେଲେ ଗୁରୁମନ୍ତ୍ର 

ସମସ୍ତ ଜିଲ୍ଲା କଂଗେସ ସଭାପତି ଚୟନ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ନେଲେ ନିଷ୍ପତ୍ତି

ଅକ୍ଟୋବର ଶେଷ ସୁଦ୍ଧା ସବୁ ବ୍ଲକ୍‌ ସଭାପତି ଚୟନ ପକ୍ରିୟା ମଧ୍ୟ ସାରିବାକୁ ଦେଲେ ଗୁରୁତ୍ୱ

ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭେଟି ମଧ୍ୟ ଆଲୋଚନା କଲେ