କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ମେ' ୭ରେ ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ
ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ: ଇଏସଆଇସି ଅଧୀନରେ ଶ୍ରମିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଅଭିଯାନ ଆରମ୍ଭ
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ୭ ମଇ, ୨୦୨୬ରେ ନୂତନ ଶ୍ରମ ସଂହିତା ଅନୁଯାୟୀ ୪୦ ବର୍ଷ ଏବଂ ଅଧିକ ବୟସର ଶ୍ରମିକଙ୍କ ପାଇଁ ଏକ ଦେଶବ୍ୟାପୀ ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭକରିବେ। ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ ଘାଟନ ନୂଆଦିଲ୍ଲୀର ବାସଇଦାରାପୁରସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହେବ। ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସମେତ ଦେଶର ଅନ୍ୟ ୧୧ଟି ଇଏସଆଇସି ହସ୍ପିଟାଲରେ ମଧ୍ୟ ଉଦ୍ ଘାଟନ ଉତ୍ସବ ଆୟୋଜନ କରାଯିବ, ଯେଉଁଥିରେ ସମ୍ପୃକ୍ତ ରାଜ୍ୟର ଶ୍ରମ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।
ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟାପକ 'ଶ୍ରମେବ ଜୟତେ ' ଦୃଷ୍ଟିକୋଣ ସହିତ ସମନ୍ବିତ, ଯାହା ଶ୍ରମର ମର୍ଯ୍ୟାଦା ଏବଂ ଶ୍ରମିକମାନଙ୍କ ପାଇଁ ଦୃଢ଼ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବାରୋପ କରେ । ଏହି ପଦକ୍ଷେପର କାର୍ଯ୍ୟାନ୍ବୟନ ଚାରୋଟି ନୂତନ ଶ୍ରମ ସଂହିତା ମାଧ୍ୟମରେ ଗ୍ରହଣ କରାଯାଇଥିବା ପରିବର୍ଭନକାରୀ ସଂସ୍କାର ଉପରେ ଆଧାରିତ, ଯାହା ଚାରୋଟି ବ୍ୟାପକ ସ୍ତମ୍ଭଅଧୀନରେ ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରୁଛି। ଏହି ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଅନୁପାଳନକୁ ସରଳ କରିବା, ନିଯୁକ୍ତିକୁ ଆନୁଷ୍ଠାନିକ କରିବା ଏବଂ ସାମାଜିକ ସୁରକ୍ଷାର ପରିସରକୁ ବିସ୍ତାର କରିବା |
ଉଲ୍ଲେଖନୀୟ ବିଷୟ ହେଉଛି ସାମାଜିକ ସୁରକ୍ଷା ସଂହିତା, ୨୦୨୦, ଅସଂଗଠିତ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀମାନଙ୍କୁ ନିଜ ପରିସର ମଧ୍ୟରେ ଆଣେ, ଏକ ସାମାଜିକ ଜିକ ସୁରକ୍ଷା ପାଣ୍ଠି ସ୍ଥାପନ କରେ ଏବଂ ଇଏସଆଇସି ସୁବିଧାର ପରିସରକୁ ବିସ୍ତାର କରେ | ନୂତନ ଶ୍ରମ ଢାଞ୍ଚା ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ହେଉଛି ୪୦ ବର୍ଷ ଏବଂ ତଦୁର୍ଦ୍ଧ ବୟସର ଶ୍ରମିକଙ୍କ ପାଇଁ ବାଧ୍ୟତାମୂଳ ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା । ଇଏସଆଇ ଯୋଜନାର ହିତାଧୁକାରୀମାନଙ୍କ ପାଇଁ, ଏହି ଯାଞ୍ଚଗୁଡ଼ିକ ଏହାର ବିସ୍ତୃତ ହସ୍ପିଟାଲ ନେଟ ମାଧ୍ଯମରେ 1ରେ କରାଯିବ, ଯେଉଁଥ୍ରେ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ପ୍ରତିରୋଧକ ସ୍ବାସ୍ଥ୍ୟସେବା ଏବଂ ନିରନ୍ତର ସ୍ବାସ୍ଥ୍ୟ ତଦାରଖ ଉପ ବିଶେଷ ଧ୍ଯ ଧ୍ୟାନ ଦିଆଯିବ। ନଟୱାର୍କ ଉପରେ
କରାଯାଇଛି। କର୍ମଶକ୍ତିର ଦୀର୍ଘକାଳୀନ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାସାୟନିକ ପଦାର୍ଥ, ବିଷାକ୍ତ ପଦାର୍ଥ କିମ୍ବା ଭା ଭାରୀ ଯନ୍ତ୍ରପାତି ପରିଚାଳନା ସମେତ ବିପଦପୂର୍ଣ୍ଣ କିମ୍ବା ହାନୀକାର ରକ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇ ସୁସ୍ଥତା ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ମାଧ୍ଯମରେ ସ୍ବାସ୍ଥ୍ୟ ରେକର୍ଡର ବ୍ୟବସ୍ଥିତ ରକ୍ଷଣାବେକ୍ଷଣ ଏବଂ ସମୟାନୁସାରେ ତଦା କରିବାର ବ୍ୟ ବ୍ୟବସ୍ଥା କରାଯାଇଛି। ଦାରଖ
ରିବା, ଭାରତର କର୍ମଶକ୍ତି ପାଇଁ ବ୍ୟାପକ ସ୍ବାସ୍ଥ୍ୟସେ ସେବା ଏହି ଦେଶବ୍ୟାପୀ ପଦକ୍ଷେପ ବୃତ୍ତିଗତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବ ଉପଲବ୍ଧତା ସୁନିଶି ନିଶ୍ଚିତ କରିବା ଏବଂ 'ବିକଶିତ ଭାରତ ୨୦୪୭'ର ଦୃଷ୍ଟି ଷ୍ଟିକୋଣକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ વૃŚ ପଦକ୍ଷେପ।