ଭୁବନେଶ୍ବର ସ୍ତିତ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ରେ ବିଜୟ ଉତ୍ସବ..

May 5, 2026 - 15:26
 9
ଭୁବନେଶ୍ବର ସ୍ତିତ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ରେ  ବିଜୟ ଉତ୍ସବ..

ଭୁବନେଶ୍ବର ସ୍ତିତ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ରେ ପଶ୍ଚିମବଙ୍ଗ, ପୁଡୁଚେରୀ ଓ ଆସାମ ରାଜ୍ୟ ବିଧାନସଭା ନିର୍ବାଚନ ରେ ବିପୁଳ ବିଜୟ ଉପଲକ୍ଷେ ବିଜେପି ଓଡ଼ିଶା ର ମାନ୍ୟବର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ Manmohan Samal ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ ସହ ବିଜୟ ଉତ୍ସବ ରେ ସାମିଲ ଅଛନ୍ତି ଅନ୍ୟ ବରିଷ୍ଠ କର୍ମକର୍ତ୍ତା

*

*

*