ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରୁଥିବାର ଫଟୋ ଚିତ୍ର।।

ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରୁଥିବାର ଫଟୋ ଚିତ୍ର।।

ସର୍ବ ଭାରତୀୟ ଆରକ୍ଷୀ ମହା ନିର୍ଦ୍ଦେଶକ ସମ୍ମିଳନୀ ପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଓଡିଶାର ମୂଖ୍ୟମନ୍ତ୍ରୀ ଭୁବନେଶ୍ୱର ରେ ସଫଳତା ର ସହ କରି ପାରିଥିବାରୁ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହି ଉପଲକ୍ଷେ ଶାସକ ଦଳ ର ବିଧାୟକ ଓ ମନ୍ତ୍ରୀମାନେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରୁଥିବାର ଫଟୋ ଚିତ୍ର।।