ପୁରୀରେ ଏକ ମହା ମିଳନ ର ପର୍ବ !!

ପୁରୀରେ ଏକ ଐତିହାସିକ ମିଳନ ରେ ସାରା ଜଗତର ଚଳନ୍ତି ଠାକୁର ଗଜପତି ମହୋଦୟ ଙ୍କ ସହିତ ଭାରତ ର ମହା ମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଓଡିଶା ଶାସକ ମୂଖ୍ୟ ମାନନୀୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କ ସାକ୍ଷାତ୍ ନିଶ୍ଚିତ ଆଗାମୀ ୨୦୨୫ ବର୍ଷ ପାଇଁ ଏକ ଶୁଭ ସଙ୍କେତ ର ବାର୍ତ୍ତା ବହନ କରୁଛି।