ଓଡ଼ିଶାକୁ ହେବ ଦେଶର ସାଂସ୍କୃତିକ ରାଜଧାନୀ...
ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ
ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯ୍ୟୋଦୟ ହୋଇଛି- ମୁଖ୍ୟମନ୍ତ୍ରୀ
'ପ୍ରଧାନମନ୍ତ୍ରୀ ମୋଦି ବିକାଶ ଓ ବିରାସତ୍ର ମନ୍ତ୍ର ଦେଇଛନ୍ତି'
ସୋମନାଥ ମନ୍ଦିରରୁ ଆମକୁ ଦୁଇଟି ଶିକ୍ଷା ମିଳିଛି; ଧୈର୍ଯ୍ୟ ଓ ଆତ୍ମସମ୍ମାନ'
'ବାରମ୍ବାର ଆକ୍ରମଣ ସତ୍ତ୍ବେ ସୋମନାଥ ମନ୍ଦିର ସଗର୍ବେ ଛିଡ଼ା ହୋଇଛି'
ସେହିପରି ଅସ୍ମିତାକୁ ନେଇ ଆମକୁ ବି ଆଗକୁ ବଢ଼ିବାକୁ ହେବ'
ରାଜ୍ୟର ପ୍ରତ୍ୟେକଟି ମନ୍ଦିର ଓ ଐତିହ୍ୟର ପୁନରୁଦ୍ଧାର ଓ ବିକାଶ କରିବା'
'ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଉଦ୍ୟମ କରିବା'