ଓଡ଼ିଶାର ରାସ୍ତାଘାଟରେ ଆଉ ଦେଖିବାକୁ ମିଳିବନି ଶିଶୁ ଭିକ୍ଷୁକ...

Mar 15, 2026 - 17:04
 18
ଓଡ଼ିଶାର  ରାସ୍ତାଘାଟରେ ଆଉ ଦେଖିବାକୁ ମିଳିବନି ଶିଶୁ ଭିକ୍ଷୁକ...

ଓଡ଼ିଶାର ରାସ୍ତାଘାଟରେ ଆଉ ଦେଖିବାକୁ ମିଳିବନି ଶିଶୁ ଭିକ୍ଷୁକ...

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜାରିକଲା ନିର୍ଦ୍ଦେଶନାମା

ଜିଲ୍ଲାପାଳ, ଏସ୍‌ପି ଏବଂ ପୌରପାଳିକା କମିଶନରଙ୍କୁ ଜାରୀ ହେଲା ନିର୍ଦ୍ଦେଶନାମା

ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ଜିଲ୍ଲା ଟାସ୍କ ଫୋର୍ସ' ଗଠନ ହେବ। 

ଟାସ୍କ ଫୋର୍ସ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁଙ୍କୁ ଉଦ୍ଧାର କରିବ।

ଉଦ୍ଧାର ସହ ଥଇଥାନ ପାଇଁ ବ୍ୟବସ୍ଥା କରିବ ଟାସ୍କ ଫୋର୍ସ। 

ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସର୍ବସାଧାରଣଙ୍କୁ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ ନକରିବାକୁ ସଚେତନତା ସୃଷ୍ଟି କରାଯିବ।