କବି ତଥା ସାମାଜିକ କର୍ମୀ ରବୀନ୍ଦ୍ର ନାଥ ରାଉତରାୟ ଙ୍କ ୫୦ ତମ ବିବାହ ବାର୍ଷିକୀ...

Mar 15, 2026 - 17:01
Mar 15, 2026 - 17:02
 9
କବି ତଥା ସାମାଜିକ କର୍ମୀ ରବୀନ୍ଦ୍ର ନାଥ ରାଉତରାୟ ଙ୍କ ୫୦ ତମ ବିବାହ ବାର୍ଷିକୀ...

କବି ରବିନ୍ଦ୍ରନାଥ ରାଉତରାୟ ତାଙ୍କ ବିବାହ ବାର୍ଷିକର ସୁବର୍ଣ୍ଣ ଜୟନ୍ତୀ ଅର୍ଥାତ ୫୦ ବର୍ଷ ବୟସରେ

ପଦାର୍ପଣ କଲେ |

ସେହି ଅବସରରେ ତାଙ୍କ ଦ୍ୱାରା ଲିଖିତ "ପ୍ରିୟାର ପଣତ" କବିତା ପ୍ରକାଶିତ ହୋଇଛି |

ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ରବି ନାରାୟଣ ସେନାପତିଙ୍କ ସହିତ ମନୋରଞ୍ଜନ ମହାପାତ୍ର, ଚିର ସନ୍ଧାନ ସମ୍ପାଦକ ପାର୍ଥ ସାରଥୀ ଅଜୟ ବାରିକ, ସମାଜସେବୀ ବିପିନ ବିହାରୀ ମିଶ୍ର ଙ୍କ ସମେତ ଦେବେନ୍ଦ୍ର ପ୍ରସାଦ କର ଯୋଗ ଦେଇଥିବା ବେଳେ ଶତଦୃ ର ମୁଖ୍ୟ ସମ୍ପାଦକ ଉପେନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ |