ମାନ୍ୟବର ରାଜ୍ୟପାଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଆଲୋଚନା ପାଇଁ ଦିଲ୍ଲୀରେ...
ମାନ୍ୟବର ଓଡିଶା ରାଜ୍ୟପାଳ ନୂଆଦିଲ୍ଲୀରେ ମାନ୍ୟବର କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କୁ ଭେଟି ଓଡ଼ିଶା ସମ୍ବନ୍ଧୀୟ ପ୍ରମୁଖ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ
ଓଡିଶା ରାଜ୍ୟର ଅଭିବୃଦ୍ଧି ଏବଂ ସଂଯୋଗୀକରଣରେ ଯୋଗଦାନ କରୁଥିବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ମତ ବିନିମୟ କରିଥିଲେ |