ଓଡ଼ିଶାରେ ପାଣିପାଗ ବଦଳିବାକୁ ଲାଗିଛି...

Feb 24, 2026 - 11:56
 24
ଓଡ଼ିଶାରେ ପାଣିପାଗ ବଦଳିବାକୁ ଲାଗିଛି...

ଓଡ଼ିଶାରେ ପାଣିପାଗ ବଦଳିବାକୁ ଲାଗିଛି...

ଆସନ୍ତା ୨୪ ଘଣ୍ଟାରେ ବର୍ଷା ହେବା ନେଇ ପାଣିପାଗର ସୂଚନା

ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବର୍ଷା ସମ୍ଭାବନା ରହିଛି।

୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି 

ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।