ଓଡିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁଛନ୍ତିl

Aug 8, 2025 - 18:24
Aug 8, 2025 - 18:46
 13
ଓଡିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁଛନ୍ତିl

ରାଜସ୍ୱ ସେବା ହେଉଛି ଶାସନ ର ସବୁଠାରୁ ଗୁରୁତ୍ୱପୂର୍ଣ ସେବା ମଧ୍ୟରୁ ଅନ୍ୟତମ, ଯାହା ଜନସାଧାରଣଙ୍କ ସହ ଭାବେ ଜଡିତ ହୋଇ ରହିଥାଏ ଏଣୁ ଓଡିଶା ରାଜସ୍ୱ ସେବା ଅଧିକାରମାନେ ଆନ୍ତରିକତା ଓ ସମର୍ପଣ ସହ ସେବା ଯୋଗାଇବାକୁ ରାଜ୍ୟପାଳ ଡ଼. ହରି  ବାବୁ କମ୍ଭମ୍ପାଟି ପାର୍ଟି ଆହ୍ୱାନ ଜଣାଇଛନ୍ତି ଲ ଆଜି ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ରେଭେନ୍ୟୁ ଅଫିର୍ସ ଟ୍ରେନିଂ ଇନ୍ଷ୍ଟିଟ୍ୟୁଟରେ ତାଲିମ୍ ନେଉଥିବା 2022ଵ୍ୟାଚର ଓଡିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ ଅବସରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ଏହି ଅବସରରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍ପାଟି କହିଛନ୍ତି ଯେ, ପ୍ରଶାଶନ କେବଳ ନିୟମ ଏବଂ ଫାଇଲରେ ସୀମିତ ନାହିଁ ଲ ଏହା ସର୍ବୋପରି ଲୋକ ଙ୍କ ସହ ଜଡିତ ଲ ଏଣୁ ଯୁବ ଅଫିସରମାନେ ସେମାନ ଙ୍କର ଦାୟିତ୍ୱ ଓ କର୍ତ୍ତବ ପ୍ରତି ସର୍ବଦା ସଚେତନ ରହି  ଜନସାଧାରଙ୍କୁ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ରାଜ୍ୟପାଳ ଓଡିଶା ରାଜସ୍…