ଓଭର ଲୋଡ୍ ଯୋଗୁଁ ପାୱାର କଟୁଛି - ମନ୍ତ୍ରୀ
ବିଦ୍ୟୁତ୍ କାଟ୍କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା
'ଏବେ ଯେଉଁପରି ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ'
'ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି'
ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି'
ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ- କେଭି
'ଲୋକେ ଯେପରି ନିରନ୍ତର ବିଦ୍ୟୁତ ପାଇବେ ଆମେ ଚେଷ୍ଟା କରୁଛୁ'