କଲେଜ କ୍ୟାଣ୍ଟିନ ଓ ହଷ୍ଟେଲ ରେ ବହୁଳ ତେଲ ବ୍ୟବହାରରେ ରୋକ...
ରନ୍ଧନ ତେଲ ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲକୁ ପରାମର୍ଶ
ଏନେଇ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି
ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି
ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲିଆ ଖାଦ୍ୟ ଏଡ଼ାଇବାକୁ ପରାମର୍ଶ
ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ମଧ୍ୟ ପରାମର୍ଶ
ପାରମ୍ପରିକ ଘିଅ, ସୋରିଷ ଓ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ନିର୍ଦ୍ଦେଶ