ନେପାଳ ବନ୍ୟା update...

Aug 28, 2026 - 22:53
 15
ନେପାଳ ବନ୍ୟା update...

ଭାରତ ଫେରିଲେ ଉଦ୍ଧାର ୨୧ ଭାରତୀୟ

ଏନେଇ ପ୍ରେସମିଟ୍‌ କରି ସୂଚନା ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର

ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେ, ସମସ୍ତ ନାଗରିକ ତାମିଲନାଡୁର

ତ୍ରିଶୁଳି ପ୍ରୋଜେକ୍ଟରେ ଫସିଥିବା ୬୩ ଜଣଙ୍କୁ କାଲିଠୁ ଉଦ୍ଧାର କରାଯାଇ ସାରିଛି

ଚୀନ୍‌ ପଟରେ ଫସିଥିବା ୯୬ ଭାରତୀୟ ସଡ଼କ ପଥରେ ନେପାଳ ପହଞ୍ଚିଛନ୍ତି

ବର୍ତ୍ତମାନ ଆମ ପାଖରେ ୩୨୦ ଭାରତୀୟ ନିଖୋଜ ନେଇ ତଥ୍ୟ ରହିଛି

ପ୍ରାୟ ୧୦୦ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏଯାବତ ଫସି ରହିଛନ୍ତି

ଚୀନ ପଟେ ଆଉ ୪ ଶହ ଭାରତୀୟ ଅଟକି ରହିଛନ୍ତି- ବୈଦେଶିକ ମୁଖପାତ୍ର

ଚୀନ ପଟେ ଅଟକିଥିବା ଭାରତୀୟ ପରିବାର ଓ ଦୂତାବାସ ସହ ସମ୍ପର୍କରେ ଅଛନ୍ତି