କାମାକ୍ଷା ଏକ୍ସପ୍ରେସର 11 ବଗି ଲାଇନ୍‌ଚ୍ୟୁତ. 

Mar 30, 2025 - 15:09
 18
କାମାକ୍ଷା ଏକ୍ସପ୍ରେସର 11 ବଗି ଲାଇନ୍‌ଚ୍ୟୁତ. 

କାମାକ୍ଷା ଏକ୍ସପ୍ରେସର 11 ବଗି ଲାଇନ୍‌ଚ୍ୟୁତ. 
ଚୌଦ୍ବାର: ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ .
କାମାକ୍ଷା ଏକ୍ସପ୍ରେସର 11 ବଗି ଲାଇନ୍‌ଚ୍ୟୁତ.
 ମିଳୁନି_ପାଣି_ଯାତ୍ରୀ_ହନ୍ତସନ୍ତ .
କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବାରୁ ଯାତ୍ରୀ ହନ୍ତସନ୍ତ .
ପ୍ରବଳ ଖରା ହେଉଥିବାରୁ ଯାତ୍ରୀମାନେ ହନ୍ତସନ୍ତ .
ବିକଳ୍ପ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି ଯାତ୍ରୀ .
ପିଇବା ପାଣି ମିଳୁ ନଥିବା ଯାତ୍ରୀଙ୍କ ଅଭିଯୋଗ .କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, କିଛି ଯାତ୍ରୀ ଆହତ .
ଷ୍ଟ୍ରେଚରରେ ଆହତଙ୍କୁ ମେଡିକାଲ ନିଆଗଲା .
କେତେ ଯାତ୍ରୀ ଆହତ ସ୍ପଷ୍ଟ ହୋଇପାରିନି .
 ଅନେକ_ଟ୍ରେନ୍‌ର_ଗତିପଥ_ପରିବର୍ତ୍ତନ .ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ବଦଳିଲା ଗତିପଥ .