ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ .

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ
ବୈଠକ ପରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା
‘ରତ୍ନଭଣ୍ଡାରର ୫ଟି ବିମ୍ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଇଥିଲା’
ଭିତର ଓ ବାହାର ରତ୍ନଭଣ୍ଡାରକୁ ସଂଯୋଗ କରୁଥିବା ବିମ୍ ନଷ୍ଟ ହୋଇଥିଲା’
ମରାମତି ବେଳେ ଷ୍ଟେନଲେସ୍ ଷ୍ଟିଲ୍ର ବକ୍ସ ବିମ୍ ଲାଗିଛି’
‘ଅକ୍ଷୟ ତୃତୀୟ ପୂର୍ବରୁ ରତ୍ନଭଣ୍ଡାର ମରାମତି ସାରିବା ଲକ୍ଷ୍ୟ’
‘ମହାପ୍ରଭୁଙ୍କ ଭିତର ଫଟୋ ଭାଇରାଲ୍ ରୋକିବାକୁ ପଦକ୍ଷେପ ନେବୁ’
ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି କଠୋର ଦଣ୍ଡ ବ୍ୟବସ୍ଥା ହେବ’
ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି’
‘ଗଠିତ କମିଟି ଆଇନ ପରିବର୍ତ୍ତନ ନେଇ ସରକାରଙ୍କୁ ସୁପାରିସ କରିବ’
କୋଠ ଭୋଗରେ ଜୈବିକ ଚାଉଳରେ ଅମୃତ ଅନ୍ନ ପ୍ରସ୍ତୁତ ହେବ’
ଓଡ଼ିଆ ନବ ବର୍ଷରୁ ମହାପ୍ରଭୁଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ ହେବ’
‘ଗୁଣ୍ଡିଚା ମନ୍ଦିର ପାଖରେ ସୂଚନା କେନ୍ଦ୍ର ରହିବ, LED ଡିସ୍ପ୍ଲେ ଲାଗିବ’