'କିମସ' ଓ 'ମଣିପାଲ' ହସ୍ପିଟାଲ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ...

Aug 27, 2026 - 12:28
 14
'କିମସ' ଓ 'ମଣିପାଲ' ହସ୍ପିଟାଲ ବିରୋଧରେ  ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ଭୁବନେଶ୍ବର କିମ୍ସ, ମଣିପାଲ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଅନିୟମିତତା ପ୍ରମାଣ ମିଳିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ,କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନିୟମିତତା ହୋଇଛି’

ଆମ ଟିମ୍‌ ଅଭିଯୋଗ ଆଧାରରରେ କିମ୍ସ, ମଣିପାଲ ଭିଜିଟ୍‌ କରିଥିଲେ’

କାହାଠୁ ଅଧିକ ଟଙ୍କା ତ କାହାକୁ ହଇରାଣ କରିଥିବା ପ୍ରମାଣ ମିଳିଛି’

ସେଥିପାଇଁ ନୋଟିସ୍‌ କରିଛୁ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’

ନୋଟିସ୍‌ର ଜବାବ ନ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’

ଲୋକଙ୍କୁ ହଇରାଣ, ମିଥ୍ୟା ଅପପ୍ରଚାର ନ କରିବାକୁ ଘରୋଇ ହସ୍ପିଟାଲ୍‌କୁ ଅପିଲ୍‌

IPD ରୋଗୀ ଆଡମିଶନର ୩ ଦିନ ପୂର୍ବରୁ ସବୁ ଟେଷ୍ଟ ମାଗଣା କରିପାରିବେ’

????ସେହିପରି ଡିସଚାର୍ଜ ହେବାର ୧୫ ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ସୁବିଧା ପାଇବେ’