କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୃଥକ ପତ୍ର

Mar 29, 2026 - 10:51
 5
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୃଥକ ପତ୍ର

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୃଥକ ପତ୍ର

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ' ପ୍ରକଳ୍ପ କାର୍ଯ୍ୟକୁ ଲେଖୁଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବା ପା ପାଇଁ ଚିଠି ଶୀଘ୍ର ତ୍ବରାନ୍ବିତ କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ୨୦୧୮ ଜୁନ୍ ଠାରେ ଏହି ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଥିଲେ ନ୍ୟାବିନେଟ୍ ୨୦୧୮ ଜୁନ୍ ୨୭ରେ ଚଣ୍ଡିଖୋଲ

ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ମୁଁ ଚିଠି ଲେଖ ଠି ଲେଖୁଥିଲେ ମଧ୍ୟ ଏଥିରେ ବିଳମ୍ବ ହୋଇଥିଲା

ପରବର୍ତ୍ତୀ ପର୍ଯ ପର୍ଯ୍ୟାୟରେ ୨୦୨୫ ଏପ୍ରିଲ ୮ରେ ଇପିକଲ୍, ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ । ରିଜର୍ଭ ଲିମିଟେଡ୍ ଟଡ୍ ମଧ୍ଯରେ ରେ ଏମଓୟୁ ହୋଇ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଛି

ପ୍ରାୟ ୮,୭ ୮,୭୪୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ଇର୍ଜା ସୁରକ୍ଷା ସହ ଅର୍ଥନୀତିକୁ ଗତି ଦେବ

ଏହାଦ୍ବାରା ୫,୦୦୦ରୁ ଅଧୂକ କ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଦେଶର ଅଶୋଧୂତ ତୈଳ ଆବଶ୍ୟକତାରେ ଅତିରିକୁ ୭ ଦିନ ବୃଦ୍ଧି ଘଟିବ

ନୂଆଦିଲ୍ଲୀ/ଭୁବ ଭୁବନେଶ୍ୱର, ମାର୍ଚ୍ଚ ୨୫ - ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି, ବିଶେଷ କରି ମଧ୍ୟପ୍ରାଚ୍ୟରେ ଲାଗି ରହିଥ‌ିବା ଯୁଦ୍ଧ ଏବଂ ଭୂ-ରାଜନୈ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭବିଷ୍ୟତରେ ଦେଶର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଶିକ୍ଷା କ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ ଦେଶର ତୈଳ ଳ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଥୂବା ୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ବିଶିଷ୍ଟ 'ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ' (ଏସପିଆର) ପ୍ରକଳ୍ପର ଶୀଘ୍ର ଶୀଘ୍ର ସମାପ୍ତି ତଥା ତ୍ବରିତ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ର କନ୍ଦ୍ର ପେଟ୍ରୋଲିୟମ ପେଟ୍ରୋଲିୟ ମନ୍ତ୍ରୀ ଶ୍ରୀ ସିଂ ପୁରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୃଥକ ପୃଥକ ପତ୍ର ଲେଖ୍ ହରଦୀପ ସିଂ ଅନୁରୋଧ ରାଧ କର୍ପି କରିଛନ୍ତି ।

ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ଏ ବିଷୟରେ ପ୍ରତିକ୍ରିୟା ଦେବା ସହ ଉକ୍ତ ପତ୍ରରେ ଏହାର ଗୁରୁତ୍ଵ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ କେନ୍ଦ୍ର କ୍ୟାବିନେଟ୍ ୨୦୧୮ ଜୁନ୍ ୨୭ରେ ଚଣ୍ଡିଖୋଲ ଠାରେ ଏହି ପ୍ରକଳ୍ପ ପାଇଁ ଅନୁମୋ ମାଦନ ଦେଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ମୁଁ ଚିଠି ଲେଖୁଥିଲେ ହେଁ, ଏହି ପ୍ରକଳ୍ପରେ ବିଳମ୍ବ ପରିଲକ୍ଷିତ ହୋଇଥୂଲା । ଏହାକୁ ତ୍ୱରାନ୍ବିତ କରିବା ପାଇଁ ୨୦୨୫ ମସିହା ଏପ୍ରିଲ ୮ରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମୋର ଉପସ୍ଥିତିରେ ଇପିକଲ୍, ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରା ସ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମି ଲିମିଟେଡ୍(ଆଇଏସପିଆରଏଲ) ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇ କାର୍ଯ୍ୟ ଆଗକୁ ବଢ଼ିଛି ।

ପ୍ରାୟ ୮,୭ ୮,୭୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥ‌ିବା ଏହି ପ୍ରକଳ୍ପ ବିଶ୍ବର ସର୍ବବୃହତ ଭୂତଳ ତଳ ଅଶୋଧୂତ ତୈଳ ଭଣ୍ଡାର ର ହେବ । ଏହାଦ୍ବାରା ୫,୦୦୦ରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ । ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବର୍ତ୍ତ ବର୍ତ୍ତମାନ ଭାରତ ପାଖରେ ୯.୫ ଦିନର ତୈଳ ସଂରକ୍ଷଣ କ୍ଷମତା ଅଛି । ଚଣ୍ଡିଖୋଲ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହା ଦେଶର ଅଶୋଧୂତ ତୈଳ ଆବଶ୍ୟକତାରେ ଅତିରିକୁ ୭.୧୨ ଦିନ ବୃଦ୍ଧି କରିବ । ଏହି ପ୍ରକଳ୍ପ ଡ଼ିଶାର ଜିଡ଼ିପିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁବା ସହ ପରିବହନ, ଆତିଥ୍ୟ ଏବଂ ନିର୍ମାଣ ଶିଳ୍ପକୁ ତ୍ବରାନ୍ବିତ କରିବ । ବିଶ୍ବ ବଜାରରେ ତୈଳ ଦର ଅସ୍ଥିରତା କିମ୍ବା ଯୋଗାଣ ବ୍ୟାହତ ସମୟରେ ଏହି ଭଣ୍ଡାର ଦେଶ ପାଇଁ ଏକ 'ବଫ ବଫର ଷ୍ଟକ୍' ଭାବେ କାର୍ଯ୍ୟ କରିବ। ଏହା ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପୀ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ସାରଥୂ ଭାବେ ଗଢ଼ିତୋଳିବା ସହ ପ୍ରଧାନମନ୍ତ୍ରୀଙ୍କ 'ମିଶନ ପୂର୍ବୋଦୟ'ର ପରିକଳ୍ପନାକୁ ସାକାର କରିବ । ଏହି ପ୍ରକଳ୍ପ ଦେଶର ଇର୍ଜା ସୁରକ୍ଷା ସହ ଦେଶର ଅର୍ଥନୀତିକୁ ଗତି ଦେବ ৩০° ଜରୁରୀକାଳୀନ ପରିସ୍ଥିତିରେ

ବିଶେଷ ସହାୟକ ହେବ