କୋରାପୁଟ କଫି ଓ Omfed ଷ୍ଟଲ ବୁଲିବାର ଦୃଶ୍ୟରେ ଅଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ନୂଆଦିଲ୍ଲୀ, ଓଡିଶା ନିବାସ ଠାରେ ଉଦଘାଟିତ ହୋଇଥିବା କୋରାପୁଟ କଫି ଓ Omfed ଷ୍ଟଲ ବୁଲିବାର ଦୃଶ୍ୟରେ ଅଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
କୋରାପୁଟ କଫିକୁ ଅଧୂକ ପ୍ରଚାର ପ୍ରସାର କରିବା ସହିତ ଓଡ଼ିଶାର ନିଜସ୍ବ ବ୍ରାଣ୍ଡ ଓମଫେଡ୍ କୁ ଜାତୀୟ ସ୍ତରରେ ଲୋକପ୍ରିୟ କରାଇବାର ଏହା ଏକ ସୁନ୍ଦର ପଦକ୍ଷେପ