ଖୁବ ଶୀଘ୍ର ଭାରତ ରେ ଉପଲବ୍ଧ ହେବ ୯୨ ହଜାର ଟନ୍‌ LPG...

Mar 15, 2026 - 21:55
 19
ଖୁବ ଶୀଘ୍ର ଭାରତ ରେ ଉପଲବ୍ଧ ହେବ ୯୨ ହଜାର ଟନ୍‌ LPG...

ଖୁବ ଶୀଘ୍ର ଭାରତ ରେ ଉପଲବ୍ଧ ହେବ ୯୨ ହଜାର ଟନ୍‌ LPG...

ଭାରତ ପାଇଁ ଆଶ୍ବସ୍ତି କର ଖବର 

ଆସୁଛି ୯୨ ହଜାର ଟନ୍‌ LPG

ଦୁଇଟି ଭାରତୀୟ ଜାହାଜରେ ଆସୁଛି LPG

ଆସନ୍ତା ୧୬ ଓ ୧୭ ସୁଦ୍ଧା ମୁନ୍ଦ୍ରା ଓ କାଣ୍ଡଲା ପୋର୍ଟରେ ପହଞ୍ଚିବ

ଏନେଇ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଆସିଛି