ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡାନୁ: ବିଶ୍ୱ ବାଣିଜ୍ୟରେ ଭାରତର ଏକ ରଣନୈତିକ ସଫଳତା

Jan 28, 2026 - 16:53
 23
ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡାନୁ: ବିଶ୍ୱ ବାଣିଜ୍ୟରେ ଭାରତର ଏକ ରଣନୈତିକ ସଫଳତା

ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡାନୁ: ବିଶ୍ୱ ବାଣିଜ୍ୟରେ ଭାରତର ଏକ ରଣନୈତିକ ସଫଳତା

୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁରୋପୀୟ କମିଶନ ଅଧ୍ଯକ୍ଷଙ୍କ ଐତିହାସିକ ଘୋଷଣା

ଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ବ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ କମିଶନର ଅଧ୍ଯକ୍ଷ ମାନ୍ୟବର ଉର୍ମୁଲା ଭନ୍ ଡେର୍ ଲେୟେନ୍ ଆଜି ୟୁରୋପୀୟ ନେତାମାନଙ୍କ ଭାରତ ଗସ୍ତ ଅବସରରେ ଆୟୋଜିତ ୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ, ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି (ଭାରତ–ଇୟୁ ଏଫଟିଏ)ର ଚୂଡ଼ାନ୍ତ ସମ୍ମତି ସମ୍ପର୍କରେ ଏକ ମିଳିତ ଘୋଷଣା କରିଛନ୍ତି। ଏହି ଘୋଷଣା ଭାରତ –ଇୟୁ ଆର୍ଥକ ସମ୍ପର୍କକୁ ନୂଆ ଦିଗ ଦେବା ସହ ବିଶ୍ବସ୍ତରୀୟ ଅଂଶୀଦାରମାନଙ୍କ ସହ ବାଣିଜ୍ୟ ଓ ନିବେଶ ସହଯୋଗକୁ ସୁଦୃଢ଼ କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ।

ଏହି ଏଫଟିଏ ଚୂଡାନ୍ତ ହେବା ଭାରତ ଏବଂ ୟୁରୋପୀୟ ସଂଘକୁ ବିଶ୍ବସ୍ତ ଅଂଶୀଦାର ଭାବେ ପ୍ରତିଷ୍ଠିତ କରିଛି, ଯେଉଁମାନେ ମୁକ୍ତ ବଜାର, ପୂର୍ବାନୁମାନ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ।

୨୦୨୨ ମସିହାରେ ପୁନର୍ବାର ବୁଝାମଣା ଆରମ୍ଭ ହେବା ପରଠାରୁ ଏଫଟିଏ ଆସିଛି। ଆଜି ଏଫଟିଏର ଘୋଷଣା ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ନିରନ୍ଧର ଆଲୋଚନା ଏବଂ ସହଯୋଗର ପରାକାଷ୍ଠାକୁ ଚିହ୍ନିତ କରେ। ଏହା ଏକ ସନ୍ତୁଳିତ, ଆଧୁନିକ ଏବଂ ନିୟମ ଆଧାରିତ ଅର୍ଥନୈତିକ ଏବଂ ବାଣିଜ୍ୟିକ ଭାଗିଦାରୀ ପ୍ରଦାନ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିଥାଏ ।

ୟୁରୋପୀୟ ସଂଘ ହେଉଛି ଭାରତର ଅନ୍ୟତମ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର, ଯେଉଁଥ୍ରେ ସାମଗ୍ରୀ ଏବଂ ସେବାରେ ଦ୍ବିପାକ୍ଷିକ ବାଣିଜ୍ୟ ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ୨୦୨୪-୨୫ରେ ୟୁରୋପୀୟ ସଂଘ ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ ୧୧.୫ ଲକ୍ଷ କୋଟି ଟଙ୍କା (୧୩୬,୫୪ ବିଲିୟନ ଆମେରିକୀୟ ଡଲାର ) ଥୁଲା, ଯାହାର ରପ୍ତାନୀ ମୂଲ୍ୟ ଥୂଲା १.४ ଲକ୍ଷ କୋଟି ଟଙ୍କା (୭୫,୮୫ ବିଲିୟନ ଆମେରିକୀୟ ଡଲାର) ଏବଂ ଆମଦାନୀ ପରିମାଣ ଥିଲା ୫.୧ ଲକ୍ଷ କୋଟି ଟଙ୍କା (৩০.৩৮ ବିଲିୟନ ଆମେରି ମରିକୀୟ ଡଲାର)। ସେବା କ୍ଷେତ୍ରରେ ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ୨୦୨୪ ମସିହାରେ ୭.୨ ଲକ୍ଷ । କୋଟି ଟଙ୍କା (୮୩,୧୦ ବିଲିୟନ ଆମେରିକୀୟ ଡଲାର) ରେ ପହଞ୍ଚିଥିଲା।

ଭାରତ ଏବଂ ୟୁରୋପୀୟ ସଂଘ ହେଉଛି ଚତୁର୍ଥ ଏବଂ ଦ୍ବିତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥା, ଯାହା ବିଶ୍ବ ଜିଡିପିର ୨୫ ପ୍ରତିଶତ ଏବଂ ବିଶ୍ବ ବାଣିଜ୍ୟଟ ଜ୍ୟର ଏକ ତୃତୀୟାଂଶ ଅ ଅଂଶ ଅଟେ। ଦୁଇଟି ବୃହତ ବିବିଧ ଏବଂ ପରିପୂରକ ଅର୍ଥବ୍ୟବସ୍ଥାର ଏକ ଏକୀକରଣ ଦ୍ବାରା ଅଭୂତପୂର୍ବ ବାଣିଜ୍ୟ ଏବଂ ନିବେଶ ସୁଯୋଗ ସୃଷ୍ଟି ହେବ।

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ * ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରଣନୈତି ତିକ ଦୂରଦୃଷ୍ଟି ଏବଂ ଦୃଢ଼ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି: ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାର ଚୂଡାନୁ ଭାରତର ଆର୍ଥକ ସମ୍ପର୍କ ଏବଂ ବିଶ୍ବ ଦୃଷ୍ଟିକୋଣ କୋଣରେ ଏକ ନିର୍ଣ୍ଣାୟକ ସଫଳତାକୁ ପ୍ରତିନିଧୂତ୍ବ ଧୂତ୍ଵ କରୁଛି। ବିଶ୍ବସନୀୟ ପାରସ୍ପରିକ ଲାଭପ୍ରଦ ଏବଂ ସନ୍ତୁଳିତ ଦାରୀ ପାଇଁ ଭାରତର ଆଭିମୁଖ୍ୟକୁ ଭାଗିଦା ଏହା ସମର୍ଥନ କରେ |

ଏକ ପାରମ୍ପରିକ ବାଣିଜ୍ୟ ଚୁକ୍ତି ବ୍ୟତୀତ, ଏହା ରଣନୈତିକ କ୍ଷେତ୍ରରେ ଏକ ବ୍ୟାପକ ଭାଗିଦାରୀର ପ୍ରତିନିଧୂତ୍ବ କରେ ଏବଂ ଏହା

ସବୁଠାରୁ ଫଳପ୍ରଦ ଏଫଟିଏ ମଧ୍ୟରୁ ଗୋଟିଏ। ଭାରତ ୟୁରୋପୀୟ ସଂଘକୁ ବାଣିଜ୍ୟ ମୂଲ୍ୟ ଦ୍ବାରା ୯୯ ପ୍ରତିଶତରୁ ଅଧୂକ ଭାରତୀୟ ରପ୍ତାନୀ ପାଇଁ ଅଭୂତପୂର୍ବ ବଜାର ପ୍ରବେଶ ହାସଲ କରିଛି ଯାହା 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ମଧ୍ୟ ମଜବୁତ କରିଛି। ସାମଗ୍ରୀ ବ୍ୟତୀତ, ଏହା ଦକ୍ଷ ଭାରତୀୟ ପେସାଦାରଙ୍କ ନିରବଚ୍ଛିନ୍ନ ଗତିବିଧୂକୁ ସକ୍ଷମ କରୁଥିବା ଏକ ବ୍ୟାପକ ଗତିଶୀଳତା ଢାଞ୍ଚା ଦ୍ବାରା ପରିପୂରକ ସେବାରେ ଉଚ୍ଚ ମୂଲ୍ୟର ପ୍ରତିବଦ୍ଧତାକୁ ଉ ଉନ୍ମୁକ୍ତ କରିଛି ।

ଏକ ଯୁବ ଏବଂ ଦକ୍ଷ କାର୍ଯ୍ୟବଳ ତଥା ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ଯବସ୍ଥା ମଧ୍ୟରୁ ଗୋଟିଏ ଦ୍ବାରା ପରିଚାଳି ଚାଳିତ । ନିଯୁକ୍ତି ସୃଷ୍ଟି ନବସୃଜନକୁ ପ୍ରୋହ ପ୍ରୋତ୍ସାହିତ କରିବା, ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଏବଂ ବିଶ୍ବ ସ୍ତରରେ ଏହାର ପ୍ରତିଦ୍ବ ବୃଦ୍ଧି କରିବା । ପାଇଁ ଏହି ଏଫଟିଏର ଲାଭ ଉଠାଇବା ପାଇଁ ପ୍ରସ୍ତୁତ ରହିଛି । ଭାରତ ତିଦ୍ବନ୍ଦିତାକୁ

ଭାରତ-ୟୁରୋପୀୟ ସଂଘ ବା ବାଣିଜ୍ୟ ରାଜିନାମା ପାରମ୍ପ ପାରମ୍ପରିକ କ୍ଷେତ୍ର ଯେପରିକି ସାମଗ୍ରୀ, ସେବା, ବାଣିଜ୍ୟ ପ୍ରତିକାର, ନିକାର, ଉତ୍ପତ୍ତିର ନିୟମ, ସୀମା ଶୁଳ୍ମ ଏବଂ ବାଣିଜ୍ୟ ସୁବିଧା ସହିତ ଏସଏମଇ ଏବଂ ଡିଜିଟାଲ ବାଣିଜ୍ୟ ଭଳି ଉଦୀୟମାନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ।

ରନ୍ ଓ ଓ ଅଳଙ୍କାର, ହସ୍ତଶିଳ୍ପ, ଭାରତ-ୟୁ )-ୟୁରୋପୀୟ ସଂଘ ଏଫଟିଏ ବୟନଶିଳ୍ପ, ପୋଷାକ, ଚମଡ଼ା, ଜୋତା, ସାମୁଦ୍ରିକ ଉତ୍ପାଦ, ଇଞ୍ଜିନିୟରିଂ ନିୟରିଂ ସାମଗ୍ରୀ ଏବଂ ଅଟୋମୋବାଇଲ ଅଟୋ ଭଳି ଭଳି ଶ୍ରମ-କୈନ୍ଦ୍ରିକ କ୍ଷେତ୍ରଗୁଡ଼ିକୁ ଏକ ନିର୍ଣ୍ଣାୟକ ପ୍ରୋତ୍ସାହନ ପ୍ରଦାନ କରିଥାଏ, ଯାହାଦ୍ବାରା ଏହି ରାଜିନାମା କାର୍ଯ୍ୟ କାର୍ଯ୍ୟକାରୀ ହେବା ପରେ ପାଖାପାଖୂ ୩୩ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନୀ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ପାଇ ଶୂନରେ ପହଞ୍ଚିଛି। ପ୍ରତିଦ୍ବନ୍ଦିତା ବୃଦ୍ଧି ବ୍ୟତୀତ, ଏହା ଶ୍ରମିକ, କାରିଗର, ମହିଳା, ଯୁବକ ଏବଂ ଏସ୍ଏସ୍ଏମ୍‌ଇମାନଙ୍କୁ ସଶକ୍ତି କରିଥାଏ, ଯେ "ଏ, ଯେତେବେଳେ କି ଭାରତୀୟ ବ୍ୟବସାୟକୁ ବିଶ୍ବ ମୂଲ୍ୟ ଶୃଙ୍ଖଳାରେ ଅଧୂକ ଗଭୀର ଭାବରେ ଏକୀକୃତ କରି କରିଥାଏ ৩০° ବିଶ୍ବ ବାଣିଜ୍ୟରେ ଏକ ପ୍ରମୁଖ ଖେଳାଳି ତଥା ଯୋଗାଣକାରୀ ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରିଥାଏ।

ଟାମୋବାଇଲ୍ କ୍ଷେତ୍ରରେ, ସର୍ତକତା ଏବଂ ଯନ୍ତ୍ର ସହକାରେ ପ୍ରସ୍ତୁତ କୋଟା ଆଧାରିତ ଅଟୋ ଉଦାରୀକରଣ ପ୍ଯାକେଜ୍ କେବଳ, ୟୁରୋପୀୟ ପୀୟ ସଂଘ ଅଟୋ ନିର୍ମାତାଙ୍କୁ ଅଧୂକ ମୂଲ୍ୟର ବ୍ୟାଣ୍ଡରେ ଭାରତରେ ସେମାନଙ୍କ ମଡେ ମଡେଲ୍ ଉପସ୍ଥାପନ କରିବାକୁ ଅନୁମତି ଦେବ ନାହିଁ। ଏହା ଭବିଷ୍ୟତରେ ମେକ୍ ।କ୍ ଇନ୍ ଇଣ୍ଡି ଇଣ୍ଡିଆ ଏବଂ ଭାରତରୁ ରପ୍ତାନୀର ସମ୍ଭାବନା ମଧ୍ଯ ଖୋଲିଦେବ। ଭାରତୀୟ ଗ୍ରାହକମାନେ ଉଚ୍ଚ ବୈଷୟିକ ଉତ୍ପାଦ ତ୍ପାଦ ଏବଂ ଅଧୂକ ପ୍ର ପ୍ରତିଦ୍ବନ୍ଦିତାରୁ ଉପକୃତ ହେବେ। ୟୁରୋପୀୟ ସଂଘ ବଜାରରେ ପାରସ୍ପରିକ ବଜାର ାର ପ୍ରବେଶ ମଧ୍ଯ ଭାରତ ନିର୍ମିତ ଅଟୋମୋବାଇଲ ପାଇଁ ୟୁରୋପୀୟ ସଂଘ ବଜାର ରରେ ପ୍ରବେଶ କରିବାର ସୁ ସୁଯୋଗ ସୃଷ୍ଟି କରିବ

ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କ୍ଷେତ୍ର ଭାରତ-ୟୁରୋପୀୟ ସଂଘ ଏଫଟିଏ ଅଧୀନରେ ଏକ ଏକ ପରିବର୍ତ୍ତନଶୀନ ପ୍ରୋତ୍ସାହନ ପାଇଁ ପ୍ରସ୍ତୁତ, ଯାହା ଭାରତୀୟ କୃଷକ ଏବଂ କୃଷି ଉଦ୍ୟୋଗ ପାଇଁ ଏକ ଏକ ସମାନ ସୁଯୋଗ ସୃଷ୍ଟି କରିଛି। ଚା', କଫି, ମସଲା, ତଟକା ଫଳ ଏବଂ ପନିପରିବା ৩০° ପ୍ରକ୍ରିୟାକୃତ ଖାଦ୍ୟ ଭ ଭଳି ପ୍ରମୁଖ ସାମଗ୍ରୀଗୁଡ଼ିକ ପ୍ରତିଦ୍ବନ୍ଦିତା ବୃଦ୍ଧି କରିବ, ଗ୍ରାମୀଣ ଜୀବିକା ବୃଦ୍ଧି କରିବ, ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ବିଶ୍ବର ଏକ ବିଶ୍ବସ୍ତ ଯୋଗାଣକାରୀ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଦୁଗ୍ଧ, ଶସ୍ୟ, କୁକୁଡ଼ା ପାଳନ, ସୋୟାମିଳ, କେତେକ ଫଳ ଏବଂ ପନିପରିବା ସମେତ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଭାରତ ବିଚକ୍ଷଣତାର ସହ ସୁରକ୍ଷା ପ୍ରଦାନ କରିଛି, ଘରୋଇ କ୍ଷେତ୍ରକୁ ଅଗ୍ରାବ ଧୂକାର ସହିତ ରପ୍ତାନୀ ଅଭିବୃଦ୍ଧିକୁ ସନ୍ତୁଳିତ କରିଛି।

ଶୁକ୍ଳ, ସାନିଟାରୀ ଶୁକ୍ଳ ଉଦାରୀକରଣ ବ୍ୟତୀତ, ଏଫଟିଏ ସୁଦୃଢ଼ ନିୟାମକ ସହଯୋଗ, ଅଧୂକ ସ୍ବଚ୍ଛତା ସ୍ବଚ୍ଛତା ଏବଂ ସୁବ୍ୟବସ୍ଥିତ ସୀମା ଶୁଳ୍କ, ଏବଂ ଫାଇଟୋସାନିଟାରୀ (ଏସପିଏସ୍) ପ୍ରକ୍ରିୟା ଏବଂ ବାଣିଜ୍ୟ କ୍ଷେତ୍ରରେ ବୈଷ ପ୍ରତିବନ୍ଧକଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ପ୍ରଦାନ କରିଥାଏ। ବୈଷୟିକ ପ୍ରତିବନ୍ଧକ ମାଧ୍ୟମରେ ଅଣ-ଶୁଳ୍କ