ଖୁବ ଶୀଘ୍ର ସବୁ ରାଜସ୍ବ କାର୍ଯ୍ୟାଳୟ ରେ ବ୍ୟବହାର ହେବ ଵୟୋମେଟ୍ରିକ ଉପସ୍ଥାନ   I

Aug 6, 2025 - 18:00
 9
ଖୁବ ଶୀଘ୍ର ସବୁ ରାଜସ୍ବ କାର୍ଯ୍ୟାଳୟ ରେ ବ୍ୟବହାର ହେବ ଵୟୋମେଟ୍ରିକ ଉପସ୍ଥାନ   I


ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିଷ୍ପତି, ରାଜ୍ୟରେ ଆଣିଦେବ ଏକ ଶୃଙ୍ଖଳିତ  ପ୍ରଶାସାନିକ ବ୍ୟବସ୍ଥା 
ସବୁ ରାଜସ୍ବ କାର୍ଯ୍ୟାଳୟ ରେ ବ୍ୟବହାର ହେବ ବାଇଓମେଟ୍ରିକ ମେସିନ 
ରାଜସ୍ବ ଅଧିକାରୀମାନଙ୍କର ଉପସ୍ଥାନ ଉପରେ ରହିବ କଡା ନଜର 
 ରାଜ୍ୟ ସରକାର ବିଧିବଦ୍ଧ ଭାବେ ସମସ୍ତ ଜିଲ୍ଲା ପାଳମାନଙ୍କୁ ନୋଟିସ ଜାରି କଲେ 
ବାଇଓମେଟ୍ରିକ ମେସିନ ବ୍ୟବହାର ଦ୍ୱାରା ସବୁ ସ୍ତରରେ ସୃଷ୍ଟି ହେବ ଏକ ଶୃଙ୍ଖଳିତ ପ୍ରଶାସାନିକ ବ୍ୟବସ୍ଥା