"ଗାଦୀବ୍ରହ୍ମ ଟ୍ରଷ୍ଟ" ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
"ଗାଦୀବ୍ରହ୍ମ ଟ୍ରଷ୍ଟ" ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିମ୍ନ ଲିଖିତ ବ୍ୟକ୍ତିବିଶେଷ ଙ୍କୁ ଉତ୍ତରୀୟ ଦେଇ 'ଗାଦୀ ଗୋସାଇଁ ପୀଠ'ରେ ସମ୍ଭର୍ଦ୍ଧିତ କରାଯାଇଥିଲା |
୧. ସଫଳ ବ୍ୟବସାୟୀ - ଶଙ୍କର୍ଷଣ ସାହୁ
2. ବରିଷ୍ଠ ନାଗରିକ - ଭୀମସେନ ସାହୁ
3. ରାଜନୀତି ନିରୀକ୍ଷକ - ଚନ୍ଦ୍ରମଣି ସାହୁ
4. ଅବସରପ୍ରାପ୍ତ ସରକାରୀ କର୍ମଚାରୀ - କୈଳାସ ଚନ୍ଦ୍ର ସାହୁ
5. ସମାଜ ସାଧକ - ଅଭିରାମ ପରିଡା
6. ଦିବ୍ୟାଙ୍ଗ ସାଥି ତଥା ସାମ୍ବାଦିକ - ପ୍ରକାଶ ଚନ୍ଦ୍ର ସାହୁ