ଗୋଆ ଅଗ୍ନିକାଣ୍ଡ କାରଣ ଘଟଣା...

Dec 14, 2025 - 08:10
 4
ଗୋଆ ଅଗ୍ନିକାଣ୍ଡ କାରଣ ଘଟଣା...

ଗୋଆ ପବ୍‌ ଅଗ୍ନିକାଣ୍ଡ ଘଟଣାରେ ଫେରାର ଥିଲେ ଲୁଥ୍ରା ବ୍ରଦର୍ସ 

ଥାଇଲାଣ୍ଡ ଫୁକେଟରେ ଲୁଥା ବ୍ରଦର୍ସ ଧରା ପଡିଲେ 

ଥାଇଲାଣ୍ଡରେ ଦୁଇ ଭାଇଙ୍କୁ ଅଟକ ରଖିଲା ପୋଲିସ

ଭାରତ ସରକାରଙ୍କ ଅନୁରୋଧ ହିଁ ଦୁଇ ଭାଇଙ୍କୁ ଅଟକାଇଲା

ହେପାଜତକୁ ନେବାକୁ ଖୁବ ଶୀଘ୍ର ଥାଇଲାଣ୍ଡ ଯିବ ଗୋଆ ପୋଲିସ

୬ ତାରିଖରେ ପବ୍‌ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା

ପବ୍‌ର ଫାଉଣ୍ଡର ଥିଲେ ଲୁଥ୍ରା ବ୍ରଦର୍ସ, ଘଟଣା ପରଠୁ ଫେରାର ଥିଲେ