ଗୋଟିଏ ମଞ୍ଚରେ ୩ ମହାଶକ୍ତି
ସବୁ SCO (ତ୍ରି ଶକ୍ତି) ସମ୍ମିଳନୀରେ ଏକାଠି ହେଲେ
ଚୀନ୍ ତିଆନିଜ୍ରେ SCO ସମ୍ମିଳନୀ ଆରମ୍ଭ
ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜିନପିଙ୍ଗ୍ ଓ ପୁଟିନ୍
ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଲେ
ଏହି ତ୍ରିଶକ୍ତିଙ୍କ ମିଳିତ ଉଦ୍ୟମରେ ହୋଇପାରେ ତିନି ରାଷ୍ଟ୍ରର ଉନ୍ନତି