ଗ୍ରାହକଙ୍କ ସେବାରେ ସର୍ବଦା TPCODL I

Aug 7, 2025 - 17:23
 9
ଗ୍ରାହକଙ୍କ ସେବାରେ ସର୍ବଦା TPCODL  I

ଗ୍ରାହକଙ୍କ ସେବାରେ ସର୍ବଦା TPCODL.
ଏଣିକି ବିଦ୍ୟୁତ କଟିଲେ ସିଧା ଗ୍ରାହକ TPCODL ର Toll free ନମ୍ବରରେ କଲ କରିପାରି ବେ। 
ଖୁବ ଅଳ୍ପ ସମୟରେ ଭିତରେ ଟେକ୍ନିସିଆନ ପହଂଚି କରିବେ ସମାଧାନ |
ଟିପିସିଓଡିଏଲ କଲ୍ ସେଣ୍ଟର ଟିମ୍ ସର୍ବଦା ଗ୍ରାହକଙ୍କ ପାଇଁ ଉତ୍ସର୍ଗୀକୃତ  ବୋଲି ଉଚ୍ଚ ଅଧିକାରୀ ପ୍ରକାଶ କରିଛନ୍ତି|
ଗ୍ରାହକଙ୍କ ପ୍ରଶ୍ନର ତୁରନ୍ତ ସମାଧାନ ଏବଂ ଉତ୍ତମ ସେବା ପ୍ରଦାନ ପାଇଁ TPCODL ସବୁବେଳେ ପ୍ରସ୍ତୁତ ରହିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | 
ଯେକୌଣସି ସ୍ଥାନରେ ରହି, ଯେକୌଣସି ସମୟରେ TPCODL ସହ ଦେୟମୁକ୍ତ ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କରିପାରିବେ ।