ଜଗନ୍ନାଥ ମନ୍ଦିର ପ୍ରଶାସ ଆକ୍ସନ ମୂଡ଼ରେ...

Apr 24, 2026 - 11:12
 7
ଜଗନ୍ନାଥ ମନ୍ଦିର ପ୍ରଶାସ ଆକ୍ସନ ମୂଡ଼ରେ...

ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଓ ସେବାରୁ ନିଲମ୍ବନ

ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନର ଆକ୍ସନ

ପୋଲିସ୍ ମୋକଦ୍ଦମା ରୁଜୁ କରାଯାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଆକ୍ସନ

ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ କାମରୁ ଛଟେଇ 

ସମସ୍ତ ପ୍ରକାର ସହଯୋଗ ରୁ କରାଗଲା ବଂଚିତ 

ଏ ନେଇ ସୂଚନା ଦେଲେ ପୁରୀ ଶ୍ରୀମନ୍ଦିର ପ୍ରଶାସନ