ଜନ ଗଣନା ପରେ ତହସିଲ ସଂଖ୍ୟା ବୃଦ୍ଧି ହେବ...

Nov 19, 2025 - 21:06
 5
ଜନ ଗଣନା ପରେ ତହସିଲ ସଂଖ୍ୟା ବୃଦ୍ଧି ହେବ...

ଆଗାମୀ ଜନଗଣନା ପରେ ଓଡ଼ିଶାରେ ତହସିଲ ସଂଖ୍ୟା ବୃଦ୍ଧି ପାଇବ

ବଡ଼ ତହସିଲଗୁଡ଼ିକୁ ବିଭକ୍ତ କରି ଛୋଟ ତହସିଲ ସୃଷ୍ଟି କରାଯିବ 

ପ୍ରାରମ୍ଭରେ ପ୍ରତି ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ ଆରଆଇ (ରାଜସ୍ୱ ନିରୀକ୍ଷକ) ସର୍କଲ ସୃଷ୍ଟି କରାଯିବ।

ପ୍ରତ୍ୟେକ ପଞ୍ଚାୟତର ନିଜସ୍ୱ ପୃଥକ ଆରଆଇ ସର୍କଲ ରହିବ 

ରାଜ୍ୟରେ ମୋଟ ତହସିଲ ସଂଖ୍ୟା ଏବେ ୩୨୦ କୁ ବୃଦ୍ଧି କରାଯାଉଛି।

 ଏ ବିଷୟ ରେ ସୂଚନା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ