ଜମି ଅଧୂଗ୍ରହଣ, ବରଗଡ଼ - ନୂଆପଡା ରେଳ ଲାଇନ.. ଜମି ଅଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ
ଜମି ଅଧୂଗ୍ରହଣ, ବରଗଡ଼ - ନୂଆପଡା ରେଳ ଲାଇନ..
ଜମି ଅଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ
ନୂଆ ରେଳ ଲାଇନକୁ ‘ସ୍ବତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ବିଜ୍ଞପିତ କରାଯାଇଛି
138 କିମି ରେଳ ପ୍ରକଳ୍ପ ପାଇଁ 2,622 କୋଟି ଟଙ୍କା ବ୍ୟୟ କରାଯିବ
ନୂଆଦିଲ୍ଲ ଦିଲ୍ଲୀ, 17 ଡିସେମ୍ବର:
କରାଯାଇ ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ ‘ସ୍ବତନ୍ତ୍ର ରେଳ ପ୍ରକଳ୍ପ' ଭାବେ ବିଜ୍ଞପିତ ।ଇଛି ଏବଂ ଏହି ପ୍ରକଳ୍ପ ଲାଗି ଦ୍ରୁତ ଗତିରେ ଗତିଖେ ଜମି ଅଧୋଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ସୂଚନା େ ଦେଇଛନ୍ତି I ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧ୍ ଅଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ ତ୍ବରାନ୍ଵିତ କରିବା ଲାଗି ବରଗଡ଼ ଏବଂ ନୂଆପଡ଼ାରେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କୁ ନିଯୁକ୍ତ କରାଯାଇଛି । 73ଟି ଗ୍ରାମରେ ଜମି ଅଧ୍ ବିଜ୍ଞପ୍ତି ପ୍ରକାଶ ପାଇଛି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 43 କୋଟି କାଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଅଧୂଗ୍ରହଣ ଲାଗି ପ୍ରାଥମିକ
ସେ ଆହୁରି କହିଛନ୍ତି, 138 କିଲୋମିଟର ଲମ୍ୱ ବରଗ ରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ନି ନିର୍ମାଣ ଲାଗି 2,622 କୋଟି ଟଙ୍କା ମଞ୍ଜୁର ଞ୍ଜୁର କରାଯାଇଛି। କୌଣସି ରେଳ ପ୍ରକଳ୍ପ ସମ୍ପୂର୍ଣ କରିବା ଲାଗି ଜମି ଅଧ୍ବଗ୍ରହ ଗ୍ରହଣ, ଅନୁମତି, ବିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମିକୁ ସ୍ଥାନାନ୍ତର, ବୈଧାନିକ ମଞ୍ଜୁରି, ଭୌଗଳିକ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ଆଦି ଦି ଉପରେ ନିର୍ଭର କରିବାକୁ ପଡ଼ିଥାଏ ଥାଏ I ତେବେ ରେଳ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ଵିତ କରିବା ଲାଗି ଲାଗି ଏବଂ ଦ୍ରୁତ ଅନୁମୋଦନ ହାସଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ କ୍ଷପ ଗ୍ରହଣ କରୁଛନ୍ତି । ଏଥିପାଇଁ ଯଥେଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇଛି। କ୍ଷେତ୍ର ସ୍ତରରେ କ୍ଷମତା ତା ହସ୍ତାନ୍ତର ସହିତ ବିଭିନ୍ନ ସ୍ତରରେ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରାଯାଉଛି I ରାଜ୍ୟ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଇ ଜମି ଅଧିଗ୍ରହଣ, ଜଙ୍ଗଲ ଓ ବ ବନ୍ୟପ୍ରାଣୀ ମଞ୍ଜୁରି ଏବଂ ପ୍ରକଳ୍ପ ସହ ଜଡ଼ିତ ଅନ୍ୟାନ୍ୟ ଅନୁମୋଦନ ଲାଗି ପ୍ରୟାସ କରାଯାଉଛି ଉଛି I I ଫଳରେ ଫଳ ଗତ ଏକ ଦଶନ୍ଧି ମଧ୍ଯରେ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦ୍ରୁତ ଗତିରେ ଜାରି ରହିଛି ।