ଜଳ ସମ୍ପଦ ବିଭା ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଉନ୍ମୟ ୟନ କମିଶନରଙ୍କ ବ୍ୟୟ ଯୋଜନାର ସମୀକ୍ଷା

Nov 27, 2025 - 16:20
 5
ଜଳ ସମ୍ପଦ ବିଭା ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଉନ୍ମୟ ୟନ କମିଶନରଙ୍କ ବ୍ୟୟ ଯୋଜନାର ସମୀକ୍ଷା

ଜଳ ସମ୍ପଦ ବିଭା ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଉନ୍ମୟ ୟନ କମିଶନରଙ୍କ ବ୍ୟୟ ଯୋଜନାର ସମୀକ୍ଷାଅ ନୁମୋଦନ ଅପେକ୍ଷାରେ ଥ‌ିବା ପ୍ରକଳ୍ପଗୁଡ଼ିକର ଶୀଘ୍ର ମଞ୍ଜୁରୀ ଏବଂ ନିର୍ମାଣାଧୂନ । ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗୁରୁତ୍ୱାରୋପ

ଭୁବନେଶ୍ବର ତା-୨୬.୧୧.୨୦୨୫

ଆଜି ଜଳ ସଂପଦ ବିଭାଗରେ ଅନୁଷ୍ଠିତ ହୋଇଯାଇଥିବା ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ନିବ ଶ୍ରୀମତୀ ଅନ୍ନ ଗର୍ଗ ଜଳ ସମ୍ପଦ ବିଭାଗୀୟ ବ୍ୟୟ ଯୋଜନାର ସମୀକ୍ଷା କରିଥିଲେ । ବଜେଟ୍ ପ୍ରାବଧାନ ଅନୁସାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ହୋଇଥିବା ଖର୍ଚ୍ଚ ସଂପର୍କରେ ଅନୁଧ୍ୟାନ କରିଥିଲେ । ଉନ୍ନୟନ କମିଶନର ଅନୁମୋଦନ ଅପେକ୍ଷାରେ ବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ମଞ୍ଜୁରୀ କରାଯିବା ନେଇ ରହୁଥ‌ିବା ସମସ୍ୟାର ତ୍ବରିତ ସମାଧା ସମାଧାନ, ଆବଶ୍ୟ ବଶ୍ୟକ ଟେଣ୍ଡର ପ୍ରକ୍ରିୟାକୁ ତ୍ବରିତ ସାରି ବା ସହ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରି ବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏଥ୍ ସହିତ ଉନ୍ନୟନ କମିଶନର ନିୟୋଜିତ ଜଳ ପ୍ରଭାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଗତି ତଦାରଖ କରିବା ବଂ କ୍ଷେତ୍ର ପରିଦର୍ଶନ ପରାମର୍ଶ କରିଥିଲେ । ସେ ଆହୁରି ମଧ୍ୟ କାନୁପୁର, ବୃତଙ୍ଗ, ଓଙ୍ଗ ଏବଂ ଭୀମକୁଣ୍ଡ ପ୍ରକଳ୍ପ ଭଳି ପ୍ରାଥମିକତା ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।