ଜାନୁଆରି 2026 ସତ୍ର ପାଇଁ ‘ଇଗ୍ଲୋ' ରେ ନାମଲେଖା ଆରମ୍ଭ

Dec 20, 2025 - 13:47
 11
ଜାନୁଆରି 2026 ସତ୍ର ପାଇଁ ‘ଇଗ୍ଲୋ' ରେ ନାମଲେଖା ଆରମ୍ଭ

ଭୁବନେ ନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀଯ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇ (ଇଗ୍ଲୋ) ପକ୍ଷରୁ ଜାନୁଆରୀ–୨୦୨୬ ଶିକ୍ଷା ସତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମ କ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦ ०१७ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ।

ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥ୍‌ବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ବ୍ୟକ୍ତିଙ୍କ ପାଇଁ ଇ ଗ୍ଲୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ଲୋର ସମସ୍ତ ବି ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ସୁବିଧା ଉପଲବ୍ଧ ରହିଛି।

ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା, ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ଙ୍କ ପାଇଁ ଦେୟ ଏବଂ ପୃ ଦେୟରେ ୫୦ ପ୍ରତିଶତ ଛାଡ଼ କରାଯାଇଛି କରାଯାଇଛି । ଯଦି କୌଣସି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ ସୂତ୍ରରୁ ରିହାତିର ସୁବିଧା ପାଉଥ୍ ଉଥ‌ିବେ, ତେବେ ସେମାନେ ନାମଲେଖା ଯୋଗ୍ୟ ବିବେଚିତ ହେବେ ନାହିଁ । ଇଗ୍ଲୋ ପକ୍ଷରୁ ‌‌ ଦିଆଯାଉଥିବା ଏହି ରିହାତି ପାଇବାକୁ ଯେ

ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ଲୋ ୱେବସାଇଟ www.ignou.ac.in କିମ୍ବା http://ignouadmission.samarth.edu.in เยด เเ ดิเดิ। এ ସହିତ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ଵର ସହ ଇ-ମେଲ rcbhubaneswar@ignou.ac.in admissionrc21@ignou.ac.in ମାଧ୍ୟମରେ ମଧ୍ଯ ଯୋଡ଼ି ହୋଇପାରିବେ।

ଯୋଗାଯୋଗ ପାଇଁ ଦୂରଭାଷ ନମ୍ବର ୦୬୭୪–୨୯୭୧୦୭୧ କିମ୍ବା ୦୬୭୪–୨୩୦୧୩୪୮ ମାଧ୍ୟମରେ ମଧ୍ଯ ସମ୍ପର୍କ କରିପାରିବେ। ଏ ସମ୍ପର୍କରେ ଇଗ୍ଲୋ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।